ଓଡିଶା

odisha

ETV Bharat / state

Anubhav Barsha Case: ସ୍ପାଉଶ କାର୍ଡ ସରେଣ୍ଡରରେ ସ୍ଥଗିତାଦେଶ ଜାରି କଲେ ହାଇକୋର୍ଟ - ବର୍ଷା ଅନୁଭବ ବିବାଦ ଅପଡେଟ

ଅନୁଭବ ବିବାଦ ମାମଲାରେ ବର୍ଷାଙ୍କ ପାର୍ଲାମେଣ୍ଟ ସ୍ପାଉଶ କାର୍ଡ ସରେଣ୍ଡର ଉପରେ ସ୍ଥଗିତାଦେଶ ଜାରି କଲେ ହାଇକୋର୍ଟ । ବର୍ଷାଙ୍କ ପକ୍ଷରୁ ଦାୟର ମାମଲାକୁ ଗ୍ରହଣ କରି ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅଧିକ ପଢନ୍ତୁ

Anubhab Barsha Case: ସ୍ପାଉଶ କାର୍ଡ ସରେଣ୍ଡର ଉପରେ ସ୍ଥଗିତାଦେଶ ଜାରି କଲେ ହାଇକୋର୍ଟ
Anubhab Barsha Case: ସ୍ପାଉଶ କାର୍ଡ ସରେଣ୍ଡର ଉପରେ ସ୍ଥଗିତାଦେଶ ଜାରି କଲେ ହାଇକୋର୍ଟ

By

Published : Feb 7, 2022, 4:56 PM IST

Updated : Feb 7, 2022, 5:41 PM IST

କଟକ: ଅନୁଭବ ବିବାଦ ମାମଲାରେ ବର୍ଷାଙ୍କ ପାର୍ଲାମେଣ୍ଟ ସ୍ପାଉଶ କାର୍ଡ ସରେଣ୍ଡର ଉପରେ ସ୍ଥଗିତାଦେଶ ଜାରି କଲେ ହାଇକୋର୍ଟ । ବର୍ଷାଙ୍କ ପକ୍ଷରୁ ଦାୟର ମାମଲାକୁ ଗ୍ରହଣ କରି ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ବର୍ଷାଙ୍କୁ ମିଳିଥିବା ସ୍ପାଉସ କାର୍ଡକୁ ଫେରାଇବା ପାଇଁ ପାର୍ଲାମେଣ୍ଟ ସଚିବ ଦେଇଥିଲେ ନିର୍ଦ୍ଦେଶ ।

Anubhav Barsha Case: ସ୍ପାଉଶ କାର୍ଡ ସରେଣ୍ଡରରେ ସ୍ଥଗିତାଦେଶ ଜାରି କଲେ ହାଇକୋର୍ଟ

ସ୍ପାଉସ କାର୍ଡ ଫେରାଇବା ପାଇଁ ଅନୁଭବ ପାର୍ଲାମେଣ୍ଟ ସଚିବଙ୍କୁ ଲିଖିତ ଭାବେ ଜଣାଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବର୍ଷା । ବୈବାହିକ ଜୀବନକୁ ନେଇ ଅନୁଭବ ବାରମ୍ବାର ଗଣମାଧ୍ୟମକୁ ଦେଉଥିବା ପ୍ରତିକ୍ରିୟାକୁ ବନ୍ଦ ପାଇଁ ମଧ୍ୟ କୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି ବର୍ଷା । ଆସନ୍ତା ମାର୍ଚ୍ଚ 15 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Feb 7, 2022, 5:41 PM IST

ABOUT THE AUTHOR

...view details