ଓଡିଶା

odisha

ETV Bharat / state

ଟୀକାକରଣ କେନ୍ଦ୍ରକୁ ଆସିପାରୁନଥିବା ବ୍ୟକ୍ତିଙ୍କୁ ଟିକା ପ୍ରସଙ୍ଗ, ଜବାବ ମାଗିଲେ ହାଇକୋର୍ଟ - ଟୀକାକରଣ ନେଇ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ

ଟୀକାକରଣ କେନ୍ଦ୍ରକୁ ଆସିପାରୁ ନ ଥିବା ବ୍ୟକ୍ତିଙ୍କୁ ଟିକାଦାନ ପାଇଁ ହାଇକୋର୍ଟରେ ଦାୟର ହୋଇଥିବା ମାମଲାର ଶୁଶାଣି କରିଛନ୍ତି ଅଦାଲତ । ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ରାଜ୍ୟ ସରାକରଙ୍କୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ଟିକା କେନ୍ଦ୍ରକୁ ଆସିପାରୁନଥିବା ବ୍ୟକ୍ତିଙ୍କୁ ଟିକା ପ୍ରସଙ୍ଗ, ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ
ଟିକା କେନ୍ଦ୍ରକୁ ଆସିପାରୁନଥିବା ବ୍ୟକ୍ତିଙ୍କୁ ଟିକା ପ୍ରସଙ୍ଗ, ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ

By

Published : May 13, 2021, 9:25 AM IST

କଟକ: ଟୀକାକରଣ କେନ୍ଦ୍ରକୁ ଆସିପାରୁ ନ ଥିବା ଲୋକଙ୍କ ପାଇଁ ଟିକା ଯୋଗାଇବା ପ୍ରସଙ୍ଗ ଉପରେ ହାଇକୋର୍ଟରେ ଦାୟର ମାମଲାର ଶୁଣାଣି ହୋଇଛି । ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ସତ୍ୟପାଠ ଦାଖଲ କରାଯାଇଛି ।

ଏଥିପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିବେ ବୋଲି ସତ୍ୟପାଠରେ କେନ୍ଦ୍ର ସରକାର ଉଲ୍ଲେଖ କରିଛନ୍ତି । ମାମଲାର ଶୁଣାଣି କରି ହାଇକୋର୍ଟ ଏକ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ମେ 31 ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details