କଟକ: କୋଭିଡ଼ ନିୟମ ଅନୁଯାୟୀ ଶକ୍ତିପୀଠରେ ମା’ଙ୍କ ପୂଜାର୍ଚ୍ଚନା ଓ ବେଶ କରାଯାଉଛି । ଏହି କ୍ରମରେ ଆଜି ମା' କଟକ ଚଣ୍ଡୀଙ୍କ ଉଗ୍ରତାରା ବେଶରେ ସଜ୍ଜିତ ହୋଇଛନ୍ତି । ମନ୍ଦିରର ମୁଖ୍ୟ ଫାଟକ ବନ୍ଦ କରାଯାଇଥିବାରୁ ଅନେକ ଶ୍ରଦ୍ଧାଳୁ ମା'ଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି ।
ନବରାତ୍ରିରେ ଉଗ୍ରତାରା ବେଶରେ ଦର୍ଶନ ଦେଉଛନ୍ତି ମା' କଟକ ଚଣ୍ଡୀ - goddess Cuttack Chandi
କୋଭିଡ଼ ନିୟମ ଅନୁଯାୟୀ ଶକ୍ତିପୀଠରେ ମା’ଙ୍କ ପୂଜାର୍ଚ୍ଚନା ଓ ବେଶ କରାଯାଉଛି । ଏହି କ୍ରମରେ ଆଜି ମା' କଟକ ଚଣ୍ଡୀଙ୍କ ଉଗ୍ରତାରା ବେଶରେ ସଜ୍ଜିତ ହୋଇଛନ୍ତି । ଅଧିକ ପଢନ୍ତୁ...
ଆଜିଠୁ ନବରାତ୍ରି, ଉଗ୍ରତାରା ବେଶରେ ଦର୍ଶନ ଦେଉଛନ୍ତି ମା' କଟକ ଚଣ୍ଡୀ
ଆଜିଠୁ ନବରାତ୍ରି, ଉଗ୍ରତାରା ବେଶରେ ଦର୍ଶନ ଦେଉଛନ୍ତି ମା' କଟକ ଚଣ୍ଡୀ
ପ୍ରତିବର୍ଷ ଏହି ବେଶ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ କଟକ ଚଣ୍ଡୀ ମନ୍ଦିରରେ । କିନ୍ତୁ ଏଥର ପ୍ରଥମ ଥର କୋରୋନା ପାଇଁ ବିନା ଭକ୍ତରେ ପୂଜାର୍ଚ୍ଚନା କରାଯାଉଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ