ଓଡିଶା

odisha

ETV Bharat / state

ଫ୍ଲାଏ ଓଭର ସାମଗ୍ରୀ ଚୋରି ଘଟଣା, 4 ଗିରଫ - ଫ୍ଲାଏ ଓଭର ସାମଗ୍ରୀ ଚୋରି ଘଟଣା

ଗୋପାଳପୁର ପୁରୁଣା ଟୋଲଗେଟ ଓଭର ବ୍ରିଜ ନିର୍ମାଣ ଜାରି ରହିଥିବାବେଳେ ଗତ ସପ୍ତାହରେ କିଛି ଦୁର୍ବୃତ୍ତ ସେଠାରୁ ଦାମୀ ଲୁହା ସାମଗ୍ରୀ ଚୋରି କରିଥିବା ଜଣାପଡିଥିଲା । ଏହି ଘଟଣାରେ ପୋଲିସ 4 ଜଣଙ୍କୁ ଗିରଫ କରିଥିବା ଜଣାପଡିଛି ।

ଫ୍ଲାଏ ଓଭର ସାମଗ୍ରୀ ଚୋରି ଘଟଣା, 4 ଗିରଫ
ଫ୍ଲାଏ ଓଭର ସାମଗ୍ରୀ ଚୋରି ଘଟଣା, 4 ଗିରଫ

By

Published : Aug 26, 2020, 3:19 PM IST

କଟକ: ଫ୍ଲାଏ ଓଭର ସାମଗ୍ରୀ ଚୋରି ଘଟଣାରେ ଗିରଫ ହେଲେ 4 ଅଭିଯୁକ୍ତ । ଗିରଫ ଅଭିଯୁକ୍ତ ହେଲେ ମୀନକେତନ ଓ ତାର 4 ସାଥୀ । ଗୋପାଳପୁର ପୁରୁଣା ଟୋଲଗେଟ ଓଭର ବ୍ରିଜ ନିର୍ମାଣ ଜାରି ରହିଥିବାବେଳେ ଗତ ସପ୍ତାହରେ କିଛି ଦୁର୍ବୃତ୍ତ ସେଠାରୁ ଦାମୀ ଲୁହା ସାମଗ୍ରୀ ଚୋରି କରିଥିବା ଜଣାପଡିଥିଲା । ଫଳରେ ସେଠାରେ ତଦାରଖ ଦାୟିତ୍ୱରେ ଥିବା ବଂଶୀଧର ସାମଲ ଏନେଇ ଥାନାରେ ମାମଲା ରୁଜୁ କରିଥିଲେ । ତେବେ ଏହି 4 ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details