କଟକ: ସଟଡାଉନରେ କମିଲା ତଣ୍ଡର ପରିଧି । କିଛି ମାତ୍ରାରେ ସୁଧୁରିଲେ ଅଭ୍ୟାସଗତ ଅମାନିଆ । ତେବେ ରବିବାର ବିନା ମାସ୍କ ଆଧାରରେ 75 ଜଣଙ୍କ ଠୁ ଫାଇନ ଗଣିଛି ପୋଲିସ । ସେହିପରି ସମାଜିକ ଦୂରତ୍ବ ନିୟମକୁ ଫୁ କରିବା ଆଧାରରେ ସମୁଦାୟ 29 ଜଣ ଗଣିଛନ୍ତି ତଣ୍ଡ ।
ସଟଡାଉନ ଦେଇଛି ଅମାନିଆଙ୍କୁ ଉଚିତ ଶିକ୍ଷା - Fine collection by police in
ସଟଡାଉନରେ କମିଲା ତଣ୍ଡର ପରିଧି । ରବିବାର ବିନା ମାସ୍କ ଆଧାରରେ 75 ଜଣଙ୍କଠୁ ଫାଇନ ଗଣିଛି ପୋଲିସ । ପୂର୍ବରୁ ଦୁଇ ଶହରୁ ଊର୍ଦ୍ଧ୍ବ ଫାଇନ ଆଦାୟ ହେଉଥିବା ବେଳେ ରବିବାର 100 ଟଙ୍କା ତଳକୁ ଖସିଆସିଛି । ପଢନ୍ତୁ ସମ୍ପୁର୍ଣ୍ଣ ଖବର...
![ସଟଡାଉନ ଦେଇଛି ଅମାନିଆଙ୍କୁ ଉଚିତ ଶିକ୍ଷା ସଟଡାଉନ ଦେଇଛି ଅମାନିଆଙ୍କୁ ଉଚିତ ଶିକ୍ଷା](https://etvbharatimages.akamaized.net/etvbharat/prod-images/768-512-7520493-1020-7520493-1591549103164.jpg)
ସଟଡାଉନ ଦେଇଛି ଅମାନିଆଙ୍କୁ ଉଚିତ ଶିକ୍ଷା
ତେବେ ପୂର୍ବରୁ ଦୁଇ ଶହରୁ ଊର୍ଦ୍ଧ୍ବ ଫାଇନ ଆଦାୟ ହେଉଥିଲା । କିନ୍ତୁ ଆଜି 100 ତଳକୁ ଖସି ଆସିଛି ଏହି ପ୍ରକ୍ରିୟା । ଆଜି ସଟଡାଉନର ଦ୍ବିତୀୟ ଦିନରେ ସ୍ଥିତି ଟିକେ ସୁଧୁରିଛି । ଦୁଇ ଦିନ ଧରି ଏହି ସଟଡାଉନରେ ନିଶ୍ଚୟ ଭାବରେ ସମାଜରେ ପ୍ରଭାବ ପକାଇବା ନେଇ ଆଶା ରହିଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ