କଟକ: କଟକ ସହର ଭିତରେ ହାତୀ । ସିଡ଼ିଏ ସେକ୍ଟର-୧୪ ରେଭେନ୍ସା ଦ୍ବିତୀୟ କ୍ୟାମ୍ପସ ନିକଟରେ ଦୁଇ ହାତୀ ପସି ଆସିଥିବା ଜଣାପଡିଛି । ବିଳମ୍ବିତ ରାତିରେ ମହାନଦୀ ପାର ହୋଇ ଦୁଇ ହାତୀ ସହର ଭିତରକୁ ପସି ଆସିଛନ୍ତି। ଗୋଟିଏ ଛୋଟ ହାତୀ ରହିଥିବା ଜଣାପଡିଛି। ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିନଥିବାବେଳେ ଜନବସତି ଅଞ୍ଚଳରେ ହାତୀ ପ୍ରବେଶକୁ ନେଇ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡିଛନ୍ତି।
ରେଭେନ୍ସା କ୍ୟାମ୍ପସକୁ ପଶି ଆସିଲେ ହାତୀ - elephant entered to revenshaw campus
କଟକ ସହର ଭିତରେ ହାତୀ । ସିଡ଼ିଏ ସେକ୍ଟର-୧୪ ରେଭେନ୍ସା ଦ୍ବିତୀୟ କ୍ୟାମ୍ପସ ନିକଟରେ ଦୁଇ ହାତୀ ପଶି ଆସିଥିବା ଜଣାପଡିଛି।

ରେଭେନ୍ସା କ୍ୟାମ୍ପସରେ ହାତୀ
ରେଭେନ୍ସା କ୍ୟାମ୍ପସକୁ ପଶି ଆସିଲେ ହାତୀ
କଟକରୁ ନାରାୟଣ ସାହୁ, ଇଟିଭି ଭାରତ
Last Updated : Feb 19, 2021, 10:29 AM IST