ଓଡିଶା

odisha

ETV Bharat / state

ସରିଲା ଅଲମ୍ପିକ ସଂଘ ନିର୍ବାଚନ; ସଭାପତି ଓ ସମ୍ପାଦକ ନିର୍ଦ୍ୱନ୍ଦରେ ନିର୍ବାଚିତ

ସଭାପତି ପଦରେ ଜଗମୋହନ ପଟ୍ଟନାୟକ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲାବେଳେ ସମ୍ପାଦକ ପଦରେ ମଧ୍ୟ ସମାନ ଢଙ୍ଗରେ ନିର୍ବାଚିତ ହୋଉଛନ୍ତି ଅଭିଜିତ ପାଲ୍ ।

By

Published : Jan 31, 2021, 6:01 PM IST

ସରିଲା ଅଲମ୍ପିକ ସଂଘ ନିର୍ବାଚନ
ସରିଲା ଅଲମ୍ପିକ ସଂଘ ନିର୍ବାଚନ

କଟକ: ସରିଲା ଅଲମ୍ପିକ ସଂଘ ନିର୍ବାଚନ । ସଭାପତି ପଦରେ ଜଗମୋହନ ପଟ୍ଟନାୟକ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲାବେଳେ ସମ୍ପାଦକ ପଦରେ ମଧ୍ୟ ସମାନ ଢଙ୍ଗରେ ନିର୍ବାଚିତ ହୋଉଛନ୍ତି ଅଭିଜିତ ପାଲ୍ ।

ସରିଲା ଅଲମ୍ପିକ ସଂଘ ନିର୍ବାଚନ

ତେବେ ମୋଟ 4ବର୍ଷ ପାଇଁ ସଂଘର ମଙ୍ଗ ଧରିବେ ନବନିର୍ବାଚିତ ପ୍ରତିନିଧି । ଏହାଛଡା ଉପ ସଭାପତି, ଯୁଗ୍ମ ସମ୍ପାଦକ, କୋଷଦକ୍ଷ ଓ କାଉନସିଲ ସଦସ୍ୟ ପଦ ପାଇଁ ମଧ୍ୟ ନବନିର୍ବାଚିତ ପ୍ରତିନିଧି ଚୟନ ହୋଇଛନ୍ତି ।

ଏହାସହ ଆଜି(ରବିବାର) ବସିଥିବା ପ୍ରଥମ ସାଧାରଣ ପରିଷଦ ବୈଠକରେ ମଧ୍ୟ ଆଗାମୀ ଦିନରେ କିପରି ଖେଳର ମାନ୍ୟତା ବୃଦ୍ଧି କରିହେବ, ତାହା ଉପରେ ମଧ୍ୟ ଫୋକସ ଦେଇଛନ୍ତି ନବନିର୍ବାଚିତ ପ୍ରତିନିଧି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details