କଟକ:ଥମିବାରେ ନାଁ ନେଉନି କୃଷକ ଆନ୍ଦୋଳନ । ଚାଷୀ ବିଲ ଓ ମଣ୍ଡିରେ ଅନିୟମିତତା ପାଇଁ ଚାଷିମାନେ ବିରୋଧ କରିବା ସହ ନ୍ୟାୟ ମାଗୁଛନ୍ତି । ତେବେ ଏହି ଆଧାରରେ କଟକରେ ମଧ୍ୟ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେଉଛି ।
ଚାଷୀର ଚିନ୍ତା ବଢ଼ାଉଛି ମଣ୍ଡି ଅନିୟମିତତା - farmers were protest cuttack
ଥମିବାରେ ନାଁ ନେଉନି କୃଷକ ଆନ୍ଦୋଳନ । ଚାଷୀ ବିଲ ଓ ମଣ୍ଡିରେ ଅନିୟମିତତା ପାଇଁ ଚାଷିମାନେ ବିରୋଧ କରିବା ସହ ନ୍ୟାୟ ମାଗୁଛନ୍ତି । ତେବେ ଏହି ଆଧାରରେ କଟକରେ ମଧ୍ୟ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେଉଛି । ଅଧିକ ପଢନ୍ତୁ...
ଚାଷୀର ଚିନ୍ତା ବଢ଼ାଉଛି ମଣ୍ଡି ଅନିୟମିତତା
ଚାଷୀର ଚିନ୍ତା ବଢ଼ାଉଛି ମଣ୍ଡି ଅନିୟମିତତା
ମଣ୍ଡିରେ ଯଦି ଚାଷୀ ନ୍ୟାୟ ନପାଇଲା ତେବେ ସରକାର କ’ଣ କରୁଛି ବୋଲି ପ୍ରଶ୍ନ କରିଛି ଚାଷୀ ସଙ୍ଗଠନ । ତେବେ ଏହି ପ୍ରକ୍ରିୟାରେ ଶୀଘ୍ର ସମାଧାନ ହେଉ ନଚେତ ଆଗମୀ ଦିନରେ ଆନ୍ଦୋଳନ ତିବ୍ରତର ହେବା ସହ ସରକାର ନିଶ୍ଚୟ ଅସୁବିଧାର ସମ୍ନା କରିବେ ବୋଲି ସ୍ପଷ୍ଟ କରିଛି କଟକ କୃଷକ ସଙ୍ଗଠନ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ