ନିଆଳି :ଆଜି ହେଉଛି ପବିତ୍ର ଦୋଳ ଉତ୍ସବ । ଏନେଇ ଇତ୍ସବ ମୁଖର ଗାଁ ଠୁ ସହର । ସବୁଠି ଧୁମଧାମରେ ହେଉଛି ପାଳନ ହେଉଛି ଏ ପର୍ବ।
ଦୋଳ ଉତ୍ସବ ଯାଦବ ସମ୍ପ୍ରଦାୟର ମାନଙ୍କର ବଡ ପର୍ବ। ଏ ଅବସରରେ କଟକ ଜିଲ୍ଲାର ନିଆଳି ଅଞ୍ଚଳର ରାଣୀପଡା ଗାଁରେ ଜାକଜମକରେ ଗୋପାଳ ପରିବାର ଗୁଡିକ ପକ୍ଷରୁ ବିମାନରେ ରାଧାକୃଷ୍ଣଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଯାଦବ ଭାଇ ଓ ଭଉଣୀ ମାନେ ନୂତନ ବସ୍ତ୍ର ପରିଧାନ କରିଥାନ୍ତି।