ଓଡିଶା

odisha

ETV Bharat / state

କଟକରେ ଡାକ୍ତର କୋରୋନା ପଜିଟିଭ ଘଟଣା, ରିର୍ପୋଟ ଦାବି କଲା ସ୍ବାଭିମାନ ମଞ୍ଚ

କୋଭିଡ ଡାକ୍ତର କେତେଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି, ଶୀଘ୍ର ଦିଆଯାଉ ରିପୋର୍ଟ । ଏ ନେଇ ଓଡିଆ ଯୁବ ସ୍ବାଭିମାନ ମଞ୍ଚ ଦାବି କରିଛି ।

By

Published : Jun 4, 2020, 4:44 PM IST

ଡାକ୍ତରଙ୍କ ରିପୋର୍ଟ ପଜିଟିଭ, ଚିନ୍ତାରେ କଟକ ବାସିନ୍ଦାଡାକ୍ତରଙ୍କ ରିପୋର୍ଟ ପଜିଟିଭ, ଚିନ୍ତାରେ କଟକ ବାସିନ୍ଦା
ଡାକ୍ତରଙ୍କ ରିପୋର୍ଟ ପଜିଟିଭ, ଚିନ୍ତାରେ କଟକ ବାସିନ୍ଦା

କଟକ: ଜଣେ ଡାକ୍ତର କୋରୋନା ଆକ୍ରାନ୍ତ ହେଲା ପରେ ଆରମ୍ଭ ହୋଇଛି ବିବାଦ । ଡାକ୍ତର ଯଦି କୋରୋନା ଚିକିତ୍ସା କରୁଥିଲେ ତେବେ ଅନ୍ୟ ମେଡିକାଲରେ କ'ଣ ପାଇଁ ରୋଗୀ ଚିକିତ୍ସା କରୁଥିଲେ । ଯେତିକି ରୋଗୀ ତାଙ୍କ ସଂସ୍ପର୍ଶରେ ଆସିଥିଲେ ତାହାର ରିପୋର୍ଟ ଏଯାବତ ଆସିପାରିଲା ନାହିଁ । ଯେଉଁଥିପାଇଁ ଚିନ୍ତା ବଢିବା ସ୍ବାଭାବିକ ।

ଡାକ୍ତରଙ୍କ ରିପୋର୍ଟ ପଜିଟିଭ, ଚିନ୍ତାରେ କଟକ ବାସିନ୍ଦା

ତେବେ ଏହି ସଂକ୍ରାନ୍ତରେ ଖୁବ ଶୀଘ୍ର ସହରବାସୀଙ୍କୁ କଣ୍ଟାକଟ ଟ୍ରେସିଂ ରିପୋର୍ଟ ଦେବା ପାଇଁ ଜିଲ୍ଲାପାଳଙ୍କୁ ଦାବି ପ୍ରତ ଜଣାଇଛି ଓଡିଆ ଯୁବ ସ୍ବାଭିମାନ ମଞ୍ଚ । କାରଣ ଡାକ୍ତରଙ୍କୁ କୋରୋନା ହେବା ପରେ ସହରବାସୀ ଏକପ୍ରକାର ଚିନ୍ତାରେ ଅଛନ୍ତି । ତେବେ ଏହି ପ୍ରସଙ୍ଗରେ ଶୀଘ୍ର ରିପୋର୍ଟ ସହରବାସୀ ଜାଣିବା ଆବଶ୍ୟକ ବୋଲି ଦାବି କରିଛି ମଞ୍ଚ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details