କଟକ: ଏସସିବିରେ ଦିନକୁ ଦିନ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଗୁରୁବାର ଡେଙ୍ଗୁ ୱାର୍ଡରେ 72 ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ 4ଜଣ ଗୁରୁତର ଥିବା ସୂଚନା ରହିଛି ।
SCBରେ ବଢୁଛନ୍ତି ଡେଙ୍ଗୁ ରୋଗୀ - dengu patient increase in cuttack scb
ବଢୁଛି ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଗୁରୁବାର କଟକ ଏସସିବିରେ 76 ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଛନ୍ତି । ଅଧିକ ପଢନ୍ତୁ...
SCBରେ ବଢୁଛନ୍ତି ଡେଙ୍ଗୁ ରୋଗୀ
ସେହିପରି ଗୁରୁବାର 64ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିଲା ସେଥିରୁ 6ଟି ରକ୍ତ ନମୁନା ପଜେଟିଭ ବାହାରିଛି । ସେଥିରୁ ଭଦ୍ରକରୁ ୨ ଜଣ, ଜଗତସିଂହପୁରରୁ ଜଣେ, ଯାଜପୁରରୁ ଜଣେ,କେନ୍ଦ୍ରାପଡାରୁ ୨ ଜଣଙ୍କ ରକ୍ତନମୁନା ପଜେଟିଭ ରହିଛି । ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା କମ୍ ଥିବା ମେଡିକାଲ ତରଫରୁ ସୂଚନା ରହିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ