କଟକ: ଗୋଟିଏ ଦିନରେ ଦୁଇ ପୂର୍ବତନ ଫୁଟବଲ ତାରକାଙ୍କର ଦେହାନ୍ତ ହୋଇଛି । ଜଣେ ହେଲେ 40 ବର୍ଷୀୟ ନିର୍ମଳ ସାହୁ ଓ ଅନ୍ୟ ଜଣେ 51 ବର୍ଷୀୟ ଶିବାଜୀ ବୋଷ ।
ଶାରିରୀକ ଅସୁସ୍ଥତା କାରଣରୁ ଜାମସେଦପୁରରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପୂର୍ବତନ ଫୁଟବଲ ଖେଳାଳୀ 40 ବର୍ଷୀୟ ନିର୍ମଳ ସାହୁ । ଏପଟେ ଠିକ ସେହି ଦିନ କଟକ ଚୂନ ଭାଟି ଗଳିରେ ରହୁଥିବା 51 ବର୍ଷୀୟ ଶିବାଜୀ ବୋଷଙ୍କର ମଧ୍ୟ ଶାରରୀକ ଅସୁସ୍ଥତା ପାଇଁ ବିୟୋଗ ହୋଇଛି ।