କଟକ: କଟକ ବଡ ମେଡିକାଲରେ ପ୍ରଥମ ସ୍ବାଇନ ଫ୍ଲୁ ରୋଗୀଙ୍କ ମୃତ୍ୟୁ ହୋଇଛି । ତେବେ, ମୃତ୍ୟୁ ବରଣ କରିଥିବା ରୋଗୀ ଜଣକ ମହିଳା ବୋଲି ଜଣାପଡିଛି ।
ଏସସିବିରେ ପ୍ରଥମ ସ୍ବାଇନଫ୍ଲୁ ରୋଗୀଙ୍କ ମୃତ୍ୟୁୁ - ସ୍ବାଇନଫ୍ଲୁ ରୋଗୀଙ୍କ ମୃତ୍ୟୁୁ
ଏସସିବିରେ ପ୍ରଥମ ସ୍ବାଇନଫ୍ଲୁ ରୋଗୀଙ୍କ ମୃତ୍ୟୁୁ । ଶନିବାର ବିଳମ୍ବିତ ରାତିରେ ମୃତ୍ୟ ହୋଇଥିବା ସୂଚନା । ଅଧିକ ପଢନ୍ତୁ....
![ଏସସିବିରେ ପ୍ରଥମ ସ୍ବାଇନଫ୍ଲୁ ରୋଗୀଙ୍କ ମୃତ୍ୟୁୁ Death of the first swine flu patient in the SCB](https://etvbharatimages.akamaized.net/etvbharat/prod-images/768-512-6580783-thumbnail-3x2-scb-jp.jpg)
ଏସସିବିରେ ପ୍ରଥମ ସ୍ବାଇନଫ୍ଲୁ ରୋଗୀଙ୍କ ମୃତ୍ୟୁୁ
ସୂଚନା ଅନୁସାରେ, ମହିଳା ଜଣକ ଏହି ରୋଗରେ ଆକ୍ରନ୍ତ ହେଲା ପରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କିନ୍ତୁ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା । ହେଲେ ଶନିବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି ।
କଟକରୁ ପ୍ରଭୁ ନାରାୟଣ ପାଲ, ଇଟିଭି ଭାରତ