କଟକ: କୋରୋନା ଆକ୍ରାନ୍ତ ମିଳିବା ପରେ କଟକ ବଡ଼ ମେଡିକାଲ, ଆଚାର୍ଯ୍ୟ ହରିହର କ୍ୟାନସର ପ୍ରତିଷ୍ଠାନ,ଶିଶୁଭବନ କ୍ୟାମ୍ପସକୁ ସାନିଟାଇଜ କରାଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ କରାଯାଇଛି ।
ସାନିଟାଇଜ ହେଲା ମେଡିକାଲ କ୍ୟାମ୍ପସ - cuttack medical campus was sanitized
କଟକ ବଡ଼ ମେଡିକାଲ, ଆଚାର୍ଯ୍ୟ ହରିହର କ୍ୟାନସର ପ୍ରତିଷ୍ଠାନ,ଶିଶୁଭବନ କ୍ୟାମ୍ପସକୁ ସାନିଟାଇଜ କରାଯାଇଛି ।
ସାନିଟାଇଜ ହେଲା ମେଡିକାଲ କ୍ୟାମ୍ପସ
ସାନିଟାଇଜ ହେଲା ମେଡିକାଲ କ୍ୟାମ୍ପସ
ଅଗ୍ନିଶମ କର୍ମଚାରୀ ପିପିଇ କିଟ ପିନ୍ଧି ମେଡିକାଲ କ୍ୟାମ୍ପସକୁ ସାନିଟାଇଜ କରିଥିଲେ । ତେବେ ଅଗ୍ନିଶମ ବିଭାଗର ଦୁଇଟି ଗାଡି ଓ ୩ ଟି ହ୍ୟାଣ୍ଡ ମେସିନ ଦ୍ବାରା ସାନିଟାଇଜ କରାଯାଇଥିଲା । ସୂଚନାଯୋଗ୍ୟ ମେଡିକାଲରେ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମେଡ଼ିକାଲ କ୍ୟାମ୍ପସକୁ ସାନିଟାଇଜ କରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିଲା ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ