କଟକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ କଟକର କୁନି ଝିଅ ଅନ୍ବେଶା ବିଶ୍ବାଳ । ୨୦୪୭ ବେଳକୁ ଦେଶର ପରିବେଶ କିଭଳି ଅଧିକ ସ୍ୱଚ୍ଛ ହୋଇପାରିବ, ସେ ସମ୍ପର୍କିତ ଓ ବିଭିନ୍ନ ଦିଗକୁ ଦର୍ଶାଇ ଅନ୍ବେଶା ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଏଭଳି ଚିଠିକୁ ବିଦ୍ୟାଳୟର ଶିକ୍ଷକଶିକ୍ଷୟତ୍ରୀ ମାନେ ବି ଖୁବ୍ ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ କଟକର କୁନି ଝିଅ ଅନ୍ବେଶା - କଟକ ଝିଅ ପ୍ରଧାନମନ୍ତ୍ରୀଙ୍କୁ ଚିଠି
୨୦୪୭ ବେଳକୁ ଦେଶର ପରିବେଶ କିଭଳି ଅଧିକ ସ୍ୱଚ୍ଛ ହୋଇପାରିବ, ସେ ସମ୍ପର୍କିତ ଓ ବିଭିନ୍ନ ଦିଗକୁ ଦର୍ଶାଇ କଟକର କୁନି ଝିଅ ଅନ୍ବେଶା ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଅଧିକ ପଢନ୍ତୁ
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି କଟକର କୁନି ଝିଅ ଅନ୍ବେଶା
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ
Last Updated : Dec 11, 2021, 11:01 PM IST