କଟକ: ବେଆଇନ ଭାବେ ଦେଶୀ ରନ୍ଧା ମଦ ଚାଲାଣ କରୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଜିଲ୍ଲା ଅବକାରୀ ବିଭାଗ । ସୂଚନା ଅନୁଯାୟୀ ଦୀପକ ପାତ୍ର ନାମକ ଜଣେ ବ୍ୟକ୍ତି ଅଟୋ ସାହାଯ୍ୟରେ ୪୮ ଲିଟର ଦେଶୀ ରନ୍ଧା ମଦ ଚାଲାଣ କରୁଥିବା ସମୟରେ ଆଠଗଡ଼ କାଖଡ଼ି ଛକ ନିକଟରେରେ ଅବକାରୀ ବିଭାଗ ଦ୍ବାରା ଗିରଫ ହୋଇଛନ୍ତି ।
ଦେଶୀ ରନ୍ଧା ମଦ ବେପାରୀକୁ ବାନ୍ଧିଲା ଅବକାରୀ ପୋଲିସ - local liquire supplier
ବେଆଇନ ଭାବେ ଦେଶୀ ରନ୍ଧା ମଦ ଚାଲାଣ କରୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି କଟକ ଅବକାରୀ ବିଭାଗ ।
![ଦେଶୀ ରନ୍ଧା ମଦ ବେପାରୀକୁ ବାନ୍ଧିଲା ଅବକାରୀ ପୋଲିସ Cuttack excise dept. arrest local liquire supplier](https://etvbharatimages.akamaized.net/etvbharat/prod-images/768-512-8262773-645-8262773-1596318225650.jpg)
ଦେଶୀ ରନ୍ଧା ମଦ ବେପାରୀକୁ ବାନ୍ଧିଲା ଅବକାରୀ ପୋଲିସ
ଦେଶୀ ରନ୍ଧା ମଦ ବେପାରୀକୁ ବାନ୍ଧିଲା ଅବକାରୀ ପୋଲିସ
ଏଥିସହିତ ୪୮ ଲିଟର ଦେଶୀ ରନ୍ଧା ମଦ ସମେତ ଅଟୋକୁ ଜବତ କରିଛି ଅବକାରୀ ବିଭାଗ । ଏହି ଦେଶୀ ମଦ କଟକ ଚାଲାଣ କରାଯାଉଥିବା ଜଣାପଡ଼ିଛି । ଅଭିଯୁକ୍ତକୁ ଗିରଫ ପରେ ଅବକାରୀ ବିଭାଗ କୋର୍ଟ ଚାଲାଣ କରିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ