କଟକ: ଖେଳ ଦେଖିବାକୁ ବାରବାଟି ଆସୁଛନ୍ତି କି, ଜାଣନ୍ତୁ କେଉଁଠି କରିବେ ପାର୍କିଂ ? 1 ନମ୍ବର ଗ୍ୟାଲେରୀକୁ ଯିବାକୁ ଥିବା ଦର୍ଶକ 9 ନମ୍ବର ଗେଟ ଦେଇ ଷ୍ଟାଡିୟମ ଭିତରକୁ ପ୍ରବେଶ କରିବେ। ସେହିପରି 2 ନମ୍ବର ଗ୍ୟାଲେରୀକୁ ଯିବାକୁ ଥିବା ଦର୍ଶକ 10 ନମ୍ବର ଗେଟ ଦେଇ, 3 ନମ୍ବର ଗ୍ୟାଲେରୀକୁ ଯିବାକୁ ଥିବା ଦର୍ଶକ 12 ନମ୍ବର ଗେଟ , 4 ନମ୍ବର ଗ୍ୟାଲେରୀକୁ ଯିବାକୁ ଥିବା ଦର୍ଶକ 13 ନମ୍ବର ଗେଟ, 5 ନମ୍ବର ଗ୍ୟାଲେରୀକୁ ଯିବାକୁ ଥିବା ଦର୍ଶକ 2 ନମ୍ବର ଗେଟ, 6 ନମ୍ବର ଗ୍ୟାଲେରୀକୁ ଯିବାକୁ ଥିବା ଦର୍ଶକ 9 ନମ୍ବର ଗେଟ, 7 ନମ୍ବର ଗ୍ୟାଲେରୀକୁ ଯିବାକୁ ଥିବା ଦର୍ଶକ 3 ନମ୍ବର ଗେଟ ଦେଇ ଷ୍ଟାଡିୟମ ଭିତରକୁ ପ୍ରବେଶ କରିବେ ।
ଖେଳ ଦେଖିବାକୁ ବାରବାଟି ଆସୁଛନ୍ତି କି, ଜାଣନ୍ତୁ କେଉଁଠି କରିବେ ପାର୍କିଂ - କେଉଁଠି ହେବ ବାରବାଟୀ ମ୍ୟାଚର ପାର୍କିଂ
ବାରବାଟିରେ ହେଉଥିବା ମ୍ୟାଚକୁ ନେଇ ହୋଇଥିବା ପାର୍କିଂ ବ୍ୟବସ୍ଥାକୁ ନେଇ କଟକ ଡିସିପି ପିନାକ ମିଶ୍ରଙ୍କ ସୂଚନା । ଅଧିକ ପଢନ୍ତୁ
ଖେଳ ଦେଖିବାକୁ ବାରବାଟି ଆସୁଛନ୍ତି କି, ଜାଣନ୍ତୁ କେଉଁଠି କରିବେ ପାର୍କିଂ
ସେହିଭଳି ସ୍ପେଶାଲ ଏନକ୍ଲୋଜରକୁ ଯିବାକୁ ଥିବା ଦର୍ଶକ 5 ନମ୍ବର ଗେଟ ଦେଇ, କର୍ପୋରେଟ ବକ୍ସ (ଅଲମ୍ପିକ ବକ୍ସ A)କୁ ଯିବାକୁ ଥିବା ଦର୍ଶକ 3 ନମ୍ବର ଗେଟ ଦେଇ କର୍ପୋରେଟ ବକ୍ସ (ଅଲମ୍ପିକ ବକ୍ସ B)କୁ ଯିବାକୁ ଥିବା ଦର୍ଶକ 5 ନମ୍ବର ଗେଟ ଦେଇ, A/C ବକ୍ସକୁ ଯିବାକୁ ଥିବା ଦର୍ଶକ 11 ଓ 14 ନମ୍ବର ଗେଟ ଦେଇ ଷ୍ଟାଡିୟମ ଭିତରକୁ ପ୍ରବେଶ କରିବେ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି ।
ଇଟିଭି ଭାରତ, କଟକ