ଓଡିଶା

odisha

ETV Bharat / state

ସାମ୍ବାଦିକ ସାଜି ମାଗୁଥିଲେ ଚାନ୍ଦା, ଗିରଫ କଲା ପୋଲିସ - ଗିରଫ କଲା ପୋଲିସ

ସାମ୍ବାଦିକ ସାଜି ଲୋକଙ୍କୁ ବ୍ଲାକମେଲ କରି ଟଙ୍କା ମାଗୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରି କଟକ ଚାଉଳିଆଗଞ୍ଜ ଥାନା ପୋଲିସ । ଅଧିକ ପଢ଼ନ୍ତୁ...

Cuttack Chauliaganj police arrested fake journalist, man who were blackmailing people, demanding money, ସାମ୍ବାଦିକ ସାଜି ମାଗୁଥିଲେ ଚାନ୍ଦା, ଗିରଫ କଲା ପୋଲିସ, ଚାଉଳିଆଗଞ୍ଜ ଥାନା ପୋଲିସ
ସାମ୍ବାଦିକ ସାଜି ମାଗୁଥିଲେ ଚାନ୍ଦା, ଗିରଫ କଲା ପୋଲିସ

By

Published : Jul 19, 2020, 12:56 AM IST

କଟକ: ସିଲଭରସିଟିରେ ସାମ୍ବାଦିକ ସାଜି ଜୋର ଜବରଦସ୍ତ ଚାନ୍ଦା ମାଗିବା ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ତେବେ ଏହି ଘଟଣା ଘଟବା ପରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ସେହି ସାମ୍ବାଦିକ ମୁଖା ପିନ୍ଧା ବ୍ୟକ୍ତି ।

ସାମ୍ବାଦିକ ସାଜି ମାଗୁଥିଲେ ଚାନ୍ଦା, ଗିରଫ କଲା ପୋଲିସ

କଟକ ଡିଭିଜନ 2 ଆର ଆଣ୍ଡ ବିର ନିର୍ବାହୀ ଯନ୍ତ୍ରୀ ଶୁଭ୍ରାଂଶୁ ମହାପାତ୍ରଙ୍କୁ ଟଙ୍କା ମାଗିବା ଓ ମିଥ୍ୟ ଫଟୋ ଏଡିଟିଂ କରି ବ୍ଲାକମେଲିଙ୍ଗ କରିବା ଅଭିଯୋଗରେ ମନୋଜ କୁମାର ସେଠ ନାମକ ତଥାକଥିତ ସାମ୍ବାଦିକଙ୍କୁ ଗିରଫ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ । ତେବେ ତାଙ୍କ ସହଯୋଗୀ ବର୍ତ୍ତମାନ ଫେରାର ଥିବା ଜଣାପଡିଛି। ତାଙ୍କ ନାଁରେ ପୂର୍ବରୁ 2ଟି ମମାଲ ଥିବା ମଧ୍ୟ ଜଣାପଡିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details