କଟକ :ସୌମେନ୍ଦ୍ର ପ୍ରିୟଦର୍ଶୀ ନୂଆ ପୋଲିସ କମିଶନର ଭାବରେ ଦାୟିତ୍ୱ ଗ୍ରହଣ କଲା ପରେ କଟକ ଡିସିପିଙ୍କ ବୈଠକ ବସିଲା । ଏଥିରେ ଯୋଗ ଦେଇଛନ୍ତି ସମସ୍ତ ଥାନା ଅଧକାରୀ, ଏସିପି ଓ ଡିସିପି ପ୍ରତୀକ ସିଂ ।
କଟକରେ କ୍ରାଇମ କଣ୍ଟ୍ରୋଲକୁ ସମୀକ୍ଷା କଲେ ସିପି - Cuttack crime control
ସୌମେନ୍ଦ୍ର ପ୍ରିୟଦର୍ଶୀ ନୂଆ ପୋଲିସ କମିଶନର ଭାବରେ ଦାୟିତ୍ୱ ଗ୍ରହଣ କଲା ପରେ କଟକ ଡିସିପିଙ୍କ ବୈଠକ ବସିଲା । ଏଥିରେ ଯୋଗ ଦେଇଛନ୍ତି ସମସ୍ତ ଥାନା ଅଧକାରୀ, ଏସିପି ଓ ଡିସିପି ପ୍ରତୀକ ସିଂ । ଅଧିକ ପଢନ୍ତୁ...
କଟକରେ କ୍ରାଇମ କଣ୍ଟ୍ରୋଲକୁ ସମୀକ୍ଷା କଲେ ସିପି
କଟକରେ କିପରି କ୍ରାଇମ କଣ୍ଟ୍ରୋଲକୁ ଆହୁରି ମଜଭୁତ କରିହେବ, ତାହା ଉପରେ ଆଲୋଚନା ହୋଇଛି । ଏଥିପାଇଁ ସମସ୍ତ ଥାନା ଅଧିକାରୀଙ୍କ ମତ ଲୋଡ଼ିଥିଲେ କମିଶନର । ତେବେ ଆଗାମୀ ଦିନରେ କଟକରେ କ୍ରାଇମକୁ ଜିରୋ ଟଲରାନ୍ସ ପାଇଁ ବ୍ଲୁ ପ୍ରିଣ୍ଟ ନିର୍ମାଣ ହୋଇଥିବା ସୂଚନା ଦେଇଛନ୍ତି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ