ଓଡିଶା

odisha

ସିଲଭରସିଟିରେ ବୟସ୍କ ବ୍ୟକ୍ତି ନେଲେ କୋଭିଡ ଟୀକା

By

Published : Mar 1, 2021, 7:40 PM IST

ପ୍ରଥମ ପର୍ଯ୍ୟାୟରେ କୋଭିଡ ଯୋଦ୍ଧାଙ୍କୁ ଟୀକା ଦିଆଯାଇଥିଲାବେଳେ ଆଜିଠୁ 45 ବର୍ଷରୁ ଊର୍ଦ୍ଧ୍ୱ ଯେଉଁ ମାନଙ୍କ ପାଖରେ ବିଭିନ୍ନ ରୋଗ-ବ୍ୟାଧି ରହିଛି ଓ 60 ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ବ୍ୟକ୍ତିଙ୍କୁ ଦିଆଯାଉଛି ଟୀକା । ଅଧିକ ପଢନ୍ତୁ...

ସିଲଭରସିଟିରେ ବୟସ୍କ ବ୍ୟକ୍ତି ନେଲେ କୋଭିଡ ଟୀକା
ସିଲଭରସିଟିରେ ବୟସ୍କ ବ୍ୟକ୍ତି ନେଲେ କୋଭିଡ ଟୀକା

କଟକ :ଆଜି ଠାରୁ କୋଭିଡ ଟୀକାକରଣର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ କୋଭିଡ ଯୋଦ୍ଧାଙ୍କୁ ଟୀକା ଦିଆଯାଇଥିଲାବେଳେ ଆଜିଠୁ 45 ବର୍ଷରୁ ଊର୍ଦ୍ଧ୍ୱ ଯେଉଁମାନଙ୍କ ପାଖରେ ବିଭିନ୍ନ ରୋଗ-ବ୍ୟାଧି ରହିଛି ଓ 60 ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଦିଆଯାଉଛି ଟିକା ।

ସିଲଭରସିଟିରେ ବୟସ୍କ ବ୍ୟକ୍ତି ନେଲେ କୋଭିଡ ଟୀକା

ଘରୋଇ ମେଡିକାଲରେ 250 ଟଙ୍କା ପୈଠ ଓ ଅନ୍ୟାନ୍ୟ ସାର୍ଟିଫିକେଟ ଦେଖାଇ ଟିକା ନେଉଛନ୍ତି ବୟସ୍କ ବ୍ୟକ୍ତି । ତେବେ ଏହି ଟୀକା ନେବା ପରେ ସମସ୍ତଙ୍କ ମନରେ ଖେଳି ଯାଇଛି ଖୁସି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details