କଟକ: ସିଏମସିରେ ଜାରି ରହିଛି କୋଭିଡର ପ୍ରଭାବ । ଏମିତିକି ଦିନକୁ 300ରୁ ଊର୍ଦ୍ଧ୍ବ ପଜିଟିଭ କେସ ସାମ୍ନାକୁ ଆସୁଛି । ଯାହା ପାଇଁ ବୁଧବାର ଏକ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଏହି ଦିଗକୁ ତାଗିଦ କରିଛନ୍ତି । କଟକରେ ରହୁଥିବା ଉଠାଦୋକାନ ଆଗରେ ଭିଡ଼ ଜମୁଛି । ଯାହା ପାଇଁ ପଜିଟିଭ କେସ ବଢ଼ୁଥିବାର ସମ୍ଭାବନା ଦୃଷ୍ଟିଗୋଚର ହେଉଛି । ତେବେ ଏହି ଦିଗ ପ୍ରତି ଆଜି ସିଏମସି ନେଇଛି ଦୃଢ କାର୍ଯ୍ୟାନୁଷ୍ଠାନ ।
ଉଠାଦୋକାନ ଉପରେ ସିଏମସିର ନଜର, ବଢୁଛି କୋଭିଡ ଚିକିତ୍ସା ପରିଧି - r covid control to Upstairs shopkeeper
ସିଏମସିରେ ଜାରି ରହିଛି କୋଭିଡର ପ୍ରଭାବ । ଏମିତିକି ଦିନକୁ 300ରୁ ଊର୍ଦ୍ଧ୍ବ ପଜିଟିଭ କେସ ସାମ୍ନାକୁ ଆସୁଛି । କଟକରେ ଥିବା ଉଠା ଦୋକାନ ଆଗରେ ଭିଡ଼ ଜମୁଛି । ଯାହା ପାଇଁ ପଜିଟିଭ କେସ ବଢ଼ୁଥିବାର ସମ୍ଭାବନା ଦୃଷ୍ଟିଗୋଚର ହେଉଛି । ସହରର ଯେଉଁ ଉଠାଦୋକାନ ଆଗରେ ଭିଡ଼ ଜମୁଛି ତାକୁ ସିଧାସଳଖ ତଣ୍ଡ ଦେବାକୁ ହେବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..
ଉଠାଦୋକାନୀଙ୍କ ଉପରେ ସିଏମସିର ନଜର, ବଢୁଛି କୋଭିଡ ଚିକିତ୍ସା ପରିଧି
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ