କଟକ: ଏସସିବି ସଂଯୋଗୀକରଣ ପାଇଁ ଜାରି ରହିଛି ଉଚ୍ଛେଦ ପ୍ରକ୍ରିୟା । ତାଳଦଣ୍ଡା କେନାଲ ରୋଡ଼ 3 ଲେନରେ ଉଚ୍ଛେଦ ପ୍ରକ୍ରିୟା ସରିବା ପରେ ଏବେ ମାତୃଭବନ ଓ ଛତ୍ରବଜାର ରୋଡ଼ ମ୍ୟାପ ପାଇଁ ଜାରି ରହିଛି ଉଚ୍ଛେଦ ।
ଏସସିବି ପାଇଁ ଜାରି ରହିଛି ଉଚ୍ଛେଦ, ବଦଳିଯିବ ଛତ୍ରବଜାର ରୂପରେଖ - ଛତ୍ରବଜାର ରୋଡ଼ ମ୍ୟାପ
ଏସସିବି ସଂଯୋଗୀକରଣ ପାଇଁ ଜାରି ରହିଛି ଉଚ୍ଛେଦ ପ୍ରକ୍ରିୟା । ଏବେ ମାତୃଭବନ ଓ ଛତ୍ରବଜାର ରୋଡ଼ ମ୍ୟାପ ପାଇଁ ଜାରି ରହିଛି ଉଚ୍ଛେଦ ପ୍ରକ୍ରିୟା । ଅଧିକ ପଢନ୍ତୁ:

ଏସସିବି ପାଇଁ ଜାରି ରହିଛି ଉଚ୍ଛେଦ, ବଦଳିଯିବ ଛତ୍ରବଜାର ରୂପରେଖ
ଏସସିବି ପାଇଁ ଜାରି ରହିଛି ଉଚ୍ଛେଦ, ବଦଳିଯିବ ଛତ୍ରବଜାର ରୂପରେଖ
ତେବେ ଏହାରି ଭିତରେ ବସିଥିଲା ଗୋଟିଏ ବୈଠକ ଯେଉଁଥିରେ ଛତ୍ର ବଜାର ବ୍ୟବସାୟୀ ସଂଘ ଓ ମହାନଗର ନିଗମ ମଧ୍ୟରେ ହୋଇଥିଲା ପୁଙ୍ଖାନୁପୁଙ୍ଖ ଆଲୋଚନା । କେଉଁ ଗାଇଡଲାଇନ ଆଧାରରେ ବ୍ୟବସାୟୀମାନେ ବ୍ୟବସାୟ କରିବେ । ଭାରିଯାନ କେତେ ସମୟ ପର୍ଯ୍ୟନ୍ତ ଛତ୍ରବଜାରରେ ରହି ପାରିବ । ଏହାବ୍ୟତୀତ କେତେ ସମୟ ବ୍ୟବସାୟୀମାନେ ଟ୍ରାକରେ ବ୍ୟବସାୟ କରିବେ ସେନେଇ ବୈଠକରେ ଆଲୋଚନା ହୋଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ