କଟକ: କଟକ SCB ମେଡିକାଲରେ 3 ଜଣିଆ କେନ୍ଦ୍ରୀୟ ଟିମ । ଗସ୍ତ ସମୟରେ ଏହି ଟିମ୍ ଏସସିବିର ସ୍ବତନ୍ତ୍ର କୋରୋନା ୱାର୍ଡ ଯାଞ୍ଚ କରିଛନ୍ତି ।
ଯାଞ୍ଚ ବେଳେ ଏହି ଟିମ୍ ସ୍ବତନ୍ତ୍ର ୱାର୍ଡର କିଭଳି ପରିବେଶ ରହିଛି, କେତୋଟି ବେଡ ରହିଛି, ଆଇସିୟୁରେ ରୋଗୀଙ୍କ ପାଇଁ କେଉଁ ସୁବିଧାମାନ ଉପଲବ୍ଧ ରହିଛି ସେସବୁ ଅନୁଧ୍ୟାନ କରିଛନ୍ତି ।