ଓଡିଶା

odisha

ETV Bharat / state

ଅଶାନ୍ତ କଟକ: ହତ୍ୟାକାଣ୍ଡ ପରେ ବୋମାମାଡ, 2 ଦୁର୍ବୃତ୍ତ ଫେରାର

କଟକ ବାଦାମବାଡି ଥାନା ଖାନନଗର ପୂଜା ମଣ୍ଡପ ନିକଟରେ ବୋମାମାଡ । 2 ଜଣ ଦୁର୍ବୃତ୍ତ ଏକ ମିଠା ଦୋକାନକୁ ବୋମା ମାଡ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।

By

Published : Jul 24, 2019, 10:54 AM IST

Updated : Jul 24, 2019, 5:15 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ସହରରେ ଆଇନ ଶୃଙ୍ଖଳା ଯେମିତି ବିପର୍ଯ୍ୟସ୍ତ ହୋଇପଡିଛି । ଗତ ଦୁଇ ଦିନରେ ମରଣାନ୍ତକ ଆକ୍ରମଣରେ 3ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି(ବୁଧବାର) ବାଦାମବାଡି ଥାନା ଖାନନଗର ପୂଜା ମଣ୍ଡପ ନିକଟରେ ବୋମାମାଡ ହୋଇଛି । ଦୁଇ ଜଣ ଦୁର୍ବୃତ୍ତ ମଣ୍ଡପ ନିକଟରେ ଥିବା ଏକ ମିଠା ଦୋକାନ ଉପରକୁ ବୋମାମାଡ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସେପଟେ ଘଟଣାରେ କୌଣସି କ୍ଷୟକ୍ଷତିର ହୋଇନଥିବାବେଳେ ବାଦାମବାଡି ପୋଲିସ ଘଟଣାର ଛାନଭିନ କରୁଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jul 24, 2019, 5:15 PM IST

ABOUT THE AUTHOR

...view details