ଓଡିଶା

odisha

ETV Bharat / state

ସିଏଏ ସମର୍ଥନରେ କଟକରେ ବିଜେପିର ପଦଯାତ୍ରା - ସିଏଏ ସମର୍ଥନରେ ବିଜେପିର ପଦଯାତ୍ରା

ସିଏଏ ସପକ୍ଷରେ କଟକରେ ଜନ ପଦଯାତ୍ରା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ଆରମ୍ଭ ହୋଇଛି ଶୋଭାଯାତ୍ରା। ଅଧିକ ପଢନ୍ତୁ...

bjp rally at cuttack
ସିଏଏ ସମର୍ଥନରେ କଟକରେ ବିଜେପିର ପଦଯାତ୍ରା

By

Published : Jan 6, 2020, 1:57 PM IST

କଟକ: ସିଏଏ ସମର୍ଥନରେ କଟକରେ ବିଶାଳ ଜନସଚେତନା ପଦଯାତ୍ରା। ପଦଯାତ୍ରା ଆରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରେଭେନ୍ସା କଲେଜ ଛକରୁ ବାହାରି ସହର ପରିକ୍ରମା । ଏହି ଶୋଭାଯାତ୍ରା 20 ହଜାରୁ ଅଧିକ ଲୋକେ ସାମିଲ । କଲେଜ ଛକରୁ ରାଣୀଘାଟ, ବଜ୍ରକବାଟି, ଦୋଳମୁଣ୍ଡାଇ, ବାଦମବାଡି ଦେଇ ଖାନନଗର ଥାନା ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ଅନୁଷ୍ଠିତ ହେବ।

ସିଏଏ ସମର୍ଥନରେ କଟକରେ ବିଜେପିର ପଦଯାତ୍ରା


ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶବ୍ୟାପୀ ପ୍ରତିବାଦ କରାଯିବା ସହ ଜାତୀୟ ରାଜନୀତି ବି ସରଗରମ ରହିଛି । ସିଏଏକୁ ନେଇ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରାଯାଉ ଥିବାବେଳେ, ବିଜେପି ପକ୍ଷରୁ ଜନଜାଗଣ ଅଭିଯାନ ଆରମ୍ଭ ହୋଇଛି। ଏହାସହ ଦେଶର 3କୋଟି ପରିବାର ପାଖଙ୍କୁ ଯାଇ ବିଜେପି ସିଏଏ ବାବଦରେ ଅବଗତ କରାଇବ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details