କଟକ: ମାହାଙ୍ଗା ଡବଲ ମର୍ଡର ମାମଲା । ବିଜେପିର ଜୋରଦାର ବିକ୍ଷୋଭ । ଉଭୟ ନେତା କୁଳମଣି ବରାଳ ଓ ଦିବ୍ୟ ସିଂହ ବରାଳଙ୍କ ନ୍ୟାୟ ଶୀଘ୍ର ଦେବା ପାଇଁ ଜୋର ଧରିଲା ଆନ୍ଦୋଳନ । କଟକର ପ୍ରମୁଖ ଛକରେ ବିଜେପିର ଚିତ୍କାର କରିବା ସହ ଆଇନ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି।
ଆଇନ ମନ୍ତ୍ରୀ ନୁହେଁ କ୍ରାଇମ ମନ୍ତ୍ରୀ: ବିଜେପି - ବିଜେପିର ବିକ୍ଷୋଭ
ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଜେପିର ଜୋରଦାର ବିକ୍ଷୋଭ । କଟକର ପ୍ରମୁଖ ଛକରେ ବିଜେପିର ଚିତ୍କାର କରିବା ସହ ଆଇନ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି। ଅଧିକ ପଢନ୍ତୁ...
ଆଇନ ମନ୍ତ୍ରୀ ନୁହେଁ କ୍ରାଇମ ମନ୍ତ୍ରୀ:ବିଜେପି
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ