ଓଡିଶା

odisha

ETV Bharat / state

ଧାନର ଅଭାବୀ ବିକ୍ରିକୁ ନେଇ ମୁହଁ ଖୋଲିଲେ ରାଜ୍ୟ ବିଜେପି ସଭାନେତ୍ରୀ ପ୍ରଭାତୀ ପରିଡ଼ା - ଧାନର ଅଭାବୀ ବିକ୍ରିକୁ ନେଇ ବିଜେପି ସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ପ୍ରତିକ୍ରିୟା

ରାଜ୍ୟରେ ଚାଲିଛି କୃଷକ ମାରଣନୀତି । ଏଭଳି ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ଦଳର ସଭାନେତ୍ରୀ ପ୍ରଭାତୀ ପରିଡ଼ା ।‌ ଅଧିକ ପଢନ୍ତୁ

ଧାନର ଅଭାବୀ ବିକ୍ରିକୁ ନେଇ ମୁହଁ ଖୋଲିଲେ ରାଜ୍ୟ ବିଜେପି ସଭାନେତ୍ରୀ ପ୍ରଭାତୀ ପରିଡ଼ା
ଧାନର ଅଭାବୀ ବିକ୍ରିକୁ ନେଇ ମୁହଁ ଖୋଲିଲେ ରାଜ୍ୟ ବିଜେପି ସଭାନେତ୍ରୀ ପ୍ରଭାତୀ ପରିଡ଼ା

By

Published : Jan 26, 2022, 6:44 PM IST

Updated : Jan 27, 2022, 9:53 AM IST

ନିଆଳି: ରାଜ୍ୟରେ ଚାଲିଛି କୃଷକ ମାରଣାନୀତି । ଏଭଳି ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ଦଳର ସଭାନେତ୍ରୀ ପ୍ରଭାତୀ ପରିଡ଼ା ।‌ଚାଷୀଙ୍କ ଧାନ କିଣୁନାହିଁ ରାଜ୍ୟ ସରକାର । ସରକାର ବିରୁଦ୍ଧରେ ଓ ଚାଷୀଙ୍କ ସାଥିରେ ଭାରତୀୟ ଜନତା ପାର୍ଟି ସର୍ବଦା ରହିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାନେତ୍ରୀ ପ୍ରଭାତୀ ପରିଡ଼ା ।

ଧାନର ଅଭାବୀ ବିକ୍ରିକୁ ନେଇ ମୁହଁ ଖୋଲିଲେ ରାଜ୍ୟ ବିଜେପି ସଭାନେତ୍ରୀ ପ୍ରଭାତୀ ପରିଡ଼ା

ଚାଷୀମାନଙ୍କ ଧାନକୁ କଟନିଛଟନୀ ସହ ଚାଷୀଙ୍କ ଧାନକୁ ସରକାର କିମ୍ବା ତାଙ୍କ ଅଧିନରେ ଥିବା ସେବା ସମବାୟ ସମିତି ଧାନ କ୍ରୟ କରୁନାହଁ । ଏପରି ସ୍ଥଳେ ଚାଷୀଙ୍କ ସହ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

Last Updated : Jan 27, 2022, 9:53 AM IST

For All Latest Updates

TAGGED:

ABOUT THE AUTHOR

...view details