କଟକ: ଭ୍ରୁଗୁ ବକ୍ସିପାତ୍ର ଓ ଗୋଲକ ମହାପାତ୍ରଙ୍କୁ ମିଳିଲା ଆସ୍ବସ୍ତି। ଛତ୍ରପୁର ଲକ୍ଷ୍ମୀ ଦତ୍ତ ପ୍ରଧାନ ହତ୍ୟା ମାମଲାରେ ଉଭୟଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ।
ଭ୍ରୁଗୁ ବକ୍ସିପାତ୍ର ଓ ଗୋଲକ ମହାପାତ୍ରଙ୍କୁ ମିଳିଲା ଆଗୁଆ ଜାମିନ
ଛତ୍ରପୁର ଲକ୍ଷ୍ମୀ ଦତ୍ତ ପ୍ରଧାନ ହତ୍ୟା ମାମଲାରେ ଭ୍ରୁଗୁ ବକ୍ସିପାତ୍ର ଓ ଗୋଲକ ମହାପାତ୍ରଙ୍କୁ ମିଳିଲା ଆଗୁଆ ଜାମିନ । ଉଭୟଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ। ଅଧିକ ପଢନ୍ତୁ...
ଭ୍ରୁଗୁ ବକ୍ସିପାତ୍ର ଓ ଗୋଲକ ମହାପାତ୍ରଙ୍କୁ ମିଳିଲା ଆଗୁଆ ଜାମିନ
ତେବେ ନିମ୍ନ ଅଦାଲତ ଚାହିଁଲେ ସର୍ତ୍ତ ରଖିପାରିବେ ଵୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଲକ୍ଷ୍ମୀ ଦତ୍ତଙ୍କ ହତ୍ୟା ମାମଲାରେ ଉଭୟଙ୍କ ବିରୋଧରେ ମାମଲା ରହିଥିଲା। ଗିରଫ ଏଡାଇବାକୁ ଉଭୟ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ