ଓଡିଶା

odisha

By

Published : Sep 15, 2020, 4:16 PM IST

ETV Bharat / state

ବାରିପଦା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ପ୍ରସଙ୍ଗ, ଜମାକାରୀଙ୍କ ଅର୍ଥ ଫେରସ୍ତ ନିର୍ଦ୍ଦେଶ

ବାରିପଦା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଶୁଣାଣି ସମୟରେ ହାଇକୋର୍ଟ ଜମାକାରୀଙ୍କ ଅର୍ଥ ଫେରସ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ବାରିପଦା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ପ୍ରସଙ୍ଗ, ଜମାକାରୀଙ୍କ ଅର୍ଥ ଫେରସ୍ତ ନିର୍ଦ୍ଦେଶ
ବାରିପଦା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ପ୍ରସଙ୍ଗ, ଜମାକାରୀଙ୍କ ଅର୍ଥ ଫେରସ୍ତ ନିର୍ଦ୍ଦେଶ

କଟକ: ବାରିପଦା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଶୁଣାଣି ସମୟରେ ହାଇକୋର୍ଟ ଜମାକାରୀଙ୍କ ଅର୍ଥ ଫେରସ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

୮ ସପ୍ତାହ ମଧ୍ୟରେ ଏହି ପ୍ରକ୍ରିୟା ଶେଷ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ବାରିପଦା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ପ୍ରସଙ୍ଗ, ଜମାକାରୀଙ୍କ ଅର୍ଥ ଫେରସ୍ତ ନିର୍ଦ୍ଦେଶ

ସୂଚନାଯୋଗ୍ୟ ରିଜର୍ଭ ବ୍ୟାଙ୍କ ସର୍ତ୍ତ ଖିଲାପ ଯୋଗୁଁ ଅକ୍ଟୋବର ୧ ତାରିଖ ୨୦୧୪ ମସିହାରେ ବ୍ୟାଙ୍କର ଲାଇସେନ୍ସକୁ ରଦ୍ଦ କରାଯାଇଥିଲା । ହାଇକୋର୍ଟରେ ଏହାକୁ ଚାଲେଞ୍ଜ କରାଯାଇଥିଲା।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details