ଓଡିଶା

odisha

ETV Bharat / state

ବାଙ୍କୀ ଡବଲ ମର୍ଡର ପ୍ରସଙ୍ଗ: ନ୍ୟାୟିକ ତଦନ୍ତ ଦାବି - ନ୍ୟାୟିକ ତଦନ୍ତ ଦାବିକଲା ବାଙ୍କୀ ସ୍ୱାର୍ଥ ରକ୍ଷା ସମିତି

ବାଙ୍କୀ ବୈଦେଶ୍ୱର ଡବଲ ମର୍ଡର ଘଟଣାରେ ଗିରଫ ହେଲେ ଆଉ 3 ଅଭିଯୁକ୍ତ । ନ୍ୟାୟିକ ତଦନ୍ତ ପାଇଁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲେ ବାଙ୍କୀ ସ୍ୱାର୍ଥରକ୍ଷା ସମିତି । ଅଧିକ ପଢନ୍ତୁ...

banki double murder
ବାଙ୍କୀ ଡବଲ ମର୍ଡର ପ୍ରସଙ୍ଗ

By

Published : Feb 27, 2020, 10:10 PM IST

କଟକ: ବାଙ୍କୀ ବୈଦେଶ୍ୱର ଡବଲ ମର୍ଡର ଘଟଣାରେ ଥମୁନି ବିବାଦ। ଏହି ହତ୍ୟା ଘଟଣାରେ ବାଙ୍କୀ ଥାନା ପୋଲିସ ପୂର୍ବରୁ ୫ ଜଣଙ୍କୁ ଗିରଫ କରିଥିଲା ବେଳେ ଆଜି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।

ବାଙ୍କୀ ଡବଲ ମର୍ଡର ପ୍ରସଙ୍ଗ

ଏହି ଘଟଣାରେ ବଡବଡ଼ିଆଙ୍କ ହାତ ଥାଇପାରେ ବୋଲି ସାଧାରଣରେ ଅଭିଯୋଗ ହୋଇଛି। ତେବେ ଅନେଇ ଏହାର ନ୍ୟାୟିକ ତଦନ୍ତ ଦାବି କରିଛନ୍ତି ବାଙ୍କୀ ସ୍ୱାର୍ଥରକ୍ଷା ସମିତି। ସମିତି ପକ୍ଷରୁ ଆଜି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଘଟଣାର ସଠିକ ତଥା ନ୍ୟାୟିକ ତଦନ୍ତ ଦାବି କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details