କଟକ:ଅନୁଗୋଳ ନାବାଳିକା ଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତଙ୍କ ମୃତ୍ୟୁଦଣ୍ଡାଦେଶକୁ ହାଇକୋର୍ଟରେ ରଦ୍ଦ । ଅନୁଗୋଳ ବହୁ ଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ପରେ ହତ୍ୟାକାଣ୍ଡ ଘଟଣାରେ ପୋକ୍ସୋ କୋର୍ଟଙ୍କ ନିର୍ଦ୍ଦେଶନାମା ହାଇକୋର୍ଟରେ ରଦ୍ଦ ହୋଇଛି । ୨୦୧୯ ଜାନୁଆରୀ ୨୦ ତାରିଖରେ ଅନୁଗୋଳରେ ଘଟିଥିଲା ଏହି ଘଟଣା । ଏହି ଘଟଣାରେ ଅଭିଯୁକ୍ତ ଅନାମ ଦେହୁରୀ ଦୋଷୀ ପ୍ରମାଣିତ ହେବା ପରେ ତାକୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ ଅନୁଗୋଳ ପୋକ୍ସୋ କୋର୍ଟ ।
ଅନୁଗୋଳ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା: ମୃତ୍ୟୁ ଦଣ୍ଡାଦେଶକୁ ରଦ୍ଦ କଲେ ହାଇକୋର୍ଟ - ମୃତ୍ୟୁ ଦଣ୍ଡାଦେଶକୁ ରଦ୍ଧ କଲେ ହାଇକୋର୍ଟ
ଅନୁଗୋଳ ନାବାଳିକା ଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତଙ୍କ ମୃତ୍ୟୁଦଣ୍ଡାଦେଶକୁ ହାଇକୋର୍ଟରେ ରଦ୍ଦ ହୋଇଛି । ଅଧିକ ପଢନ୍ତୁ...
ମୃତ୍ୟୁ ଦଣ୍ଡାଦେଶକୁ ରଦ୍ଦ କଲେ ହାଇକୋର୍ଟ
ତେବେ ଅଭିଯୁକ୍ତ ହାଇକୋର୍ଟରେ ଏହି ନିର୍ଦ୍ଦେଶନାମାର ଚ୍ୟାଲେଞ୍ଜ ମଧ୍ୟ କରିଥିଲେ । ମୃତ୍ୟୁଦଣ୍ଡର ସ୍ପଷ୍ଟୀକରଣ ପାଇଁ ହାଇକୋର୍ଟ ଆସିବା ପରେ ଏଠାରେ ମାମଲାର ପୁନଃବିଚାର କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ
Last Updated : Dec 23, 2020, 10:55 PM IST