କଟକ:ସାଂସଦ ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ ମାମଲାରେ ଆଜି କଟକ ପରିବାର ଅଦାଲତରେ ଶୁଣାଣୀ ହୋଇଥିଲା । ଏହି ମାମଲାର ଶୁଣାଣୀ କରି କୋର୍ଟ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ।
ବର୍ଷା ଅନୁଭବ ବିବାଦ ମାମଲା : ୨୫ରେ ବର୍ଷାଙ୍କୁ କରାଯିବ ଜେରା
ଆସନ୍ତା ୨୫ ତାରିଖରେ ପାରିବାରିକ ବିବାଦ ମାମଲାରେ ବର୍ଷାଙ୍କୁ ଜେରା କରାଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ
ବର୍ଷା ଅନୁଭବ ବିବାଦ ମାମଲା : ୨୫ରେ ବର୍ଷାଙ୍କୁ କରାଯିବ ଜେରା
ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲାରେ ଆସନ୍ତା ୨୫ ତାରିଖରେ ବର୍ଷାଙ୍କୁ ଜେରା କରାଯିବ । ଏନେଇ କଟକ ପରିବାର ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଅନୁଭବଙ୍କୁ ପୁନର୍ବାର ଜେରା ଆବେଦନକୁ ଖାରଜ କରିଦିଆଯାଇଛି । ସ୍ବାମୀ ଅନୁଭବଙ୍କୁ ପୁନର୍ବାର ଜେରା ପାଇଁ ପିଟିସନ ଦାଖଲ କରିଥିଲେ ବର୍ଷା । ଏନେଇ ଗତ ଜୁଲାଇ 11 ତାରିଖରେ ଆବେଦନ କରିଥିଲେ ବର୍ଷାଙ୍କ ଓକିଲ ।
ଇଟିଭି ଭାରତ, କଟକ