ଓଡିଶା

odisha

ETV Bharat / state

କଟକ ଜିଲ୍ଲାରେ କାଲିଠୁ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

ଆସନ୍ତାକାଲିଠୁ(ବୁଧବାର) ଖୋଲିବ କଟକ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ । କୋଭିଡ କଟକଣା ମଧ୍ୟରେ ଏ ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ । ଅଧିକ ପଢନ୍ତୁ...

By

Published : Aug 3, 2021, 2:29 PM IST

କଟକ ଜିଲ୍ଲାରେ କାଲିଠୁ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ
କଟକ ଜିଲ୍ଲାରେ କାଲିଠୁ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

କଟକ: ସରିଲା ଭକ୍ତଙ୍କ ଅପେକ୍ଷା । ଆସନ୍ତାକାଲିଠୁ(ବୁଧବାର) ଖୋଲିବ କଟକ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ । ସରକାରଙ୍କ ଅନୁମତି ପରେ ବିଭିନ୍ନ ମନ୍ଦିର ଖୋଲିବାକୁ ଯାଉଛି। ଏହାସହ ଶ୍ରଦ୍ଧାଳୁଙ୍କ ପାଇଁ ମା’ଚର୍ଚ୍ଚିକା ଓ ଭଟ୍ଟାରିକା ପୀଠ, ବାବା ଧବଳେଶ୍ବରଙ୍କ ପୀଠ ମଧ୍ୟ ଆସନ୍ତାକାଲି ଠାରୁ ଖୋଲିବ। କୋଭିଡ କଟକଣା ମଧ୍ୟରେ ଏ ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ।

କୋଭିଡ କାରଣରୁ ପ୍ରାୟ ୩ ମାସରୁ ଅଧିକ ସମୟ ଧରି ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ଥିଲା । ଅନ୍ୟପଟେ ସହରର ପ୍ରମୁଖ ମନ୍ଦିର ଖୋଲିବା ପ୍ରସଙ୍ଗରେ ସିଏମସି ନିଷ୍ପତି ନେବେ ବୋଲି ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details