ଓଡିଶା

odisha

ETV Bharat / state

ମମିତାଙ୍କୁ ନ୍ୟାୟ ଦାବିରେ କଟକରେ AIDSOର ଆନ୍ଦୋଳନ - ଛାତ୍ରୀ ଶିକ୍ଷୟିତ୍ରୀଙ୍କୁ ସୁରକ୍ଷା ଦାବିରେ AIDSOର ଆନ୍ଦୋଳନ

କଳାହାଣ୍ଡି ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ଅପହରଣ ଓ ହତ୍ୟା ଘଟଣାକୁ ନେଇ ଜଳୁଛି ଓଡିଶା । ତେବେ ଏହି ମାମଲାରେ କଟକରେ ମଧ୍ୟ ମମିତାଙ୍କୁ ନ୍ୟାୟ ଦେବା ପାଇଁ ଜୋର ଧରିଛି ଆନ୍ଦୋଳନ। ଅଧିକ ପଢନ୍ତୁ...

ମମିତାଙ୍କୁ ମିଳୁ ନ୍ୟାୟ ଓ ଛାତ୍ରୀ ଶିକ୍ଷୟିତ୍ରୀଙ୍କୁ ସୁରକ୍ଷା ଦାବିରେ AIDSOର ଆନ୍ଦୋଳନ
ମମିତାଙ୍କୁ ମିଳୁ ନ୍ୟାୟ ଓ ଛାତ୍ରୀ ଶିକ୍ଷୟିତ୍ରୀଙ୍କୁ ସୁରକ୍ଷା ଦାବିରେ AIDSOର ଆନ୍ଦୋଳନ

By

Published : Oct 20, 2021, 6:43 PM IST

କଟକ: କଳାହାଣ୍ଡି ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ଅପହରଣ ଓ ହତ୍ୟା ଘଟଣାକୁ ନେଇ ଜଳୁଛି ଓଡିଶା । ତେବେ ଏହି ମାମଲାରେ କଟକରେ ମଧ୍ୟ ମମିତାଙ୍କୁ ନ୍ୟାୟ ଦେବା ପାଇଁ ଜୋର ଧରିଛି ଆନ୍ଦୋଳନ ।

ମମିତାଙ୍କୁ ମିଳୁ ନ୍ୟାୟ ଓ ଛାତ୍ରୀ ଶିକ୍ଷୟିତ୍ରୀଙ୍କୁ ସୁରକ୍ଷା ଦାବିରେ AIDSOର ଆନ୍ଦୋଳନ

ଏହି ଜଘନ୍ୟ କାଣ୍ଡରେ ସଂପୃକ୍ତ ସମସ୍ତ ଅପରାଧୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ ଏବଂ ଛାତ୍ରୀ ଓ ମହିଳାଙ୍କୁ ସୁରକ୍ଷା ପ୍ରଦାନ ଦାବିରେ ଏଆଇଡିଏସଓ ପକ୍ଷରୁ ଦାବି ହୋଇଛି । ଏହାଶହ ରାଜ୍ୟ ଶିକ୍ଷାନୁଷ୍ଠାନରେ ଶିକ୍ଷୟିତ୍ରୀ ଓ ଛାତ୍ରୀମାନେ କେତେ ସୁରକ୍ଷିତ ବୋଲି ପ୍ରଶ୍ନ କରିଛନ୍ତି ଆନ୍ଦୋଳନକାରୀ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details