କଟକ: କୃଷି ବିଲ୍ ପାରିତ ହେଲା ପରେ କୃଷକମାନଙ୍କ ମନରେ ଫୁଟିଛି ହସ । ଆଉ ଦଲାଲର ସାମ୍ନା କରିବେନି କୃଷକ ଭାଇ । ଆର୍ଥିକ ଉପାର୍ଜନ ଦିଗରେ ସ୍ୱଚ୍ଛ ଓ ସବଳ ହେବେ ସମସ୍ତେ ।
କୃଷିବିଲ ପାରିତ ପରେ ଚାଷୀଙ୍କୁ ମିଠା ଖୁଆଇଲା ବିଜେପି - After the agriculture bill pass
କୃଷି ବିଲ୍ ପାରିତ ହେଲା ପରେ କୃଷକମାନଙ୍କ ମନରେ ଫୁଟିଛି ହସ । ବିଲ ପାରିତ ହେବାକୁ ନେଇ କଟକ କୃଷକ ବଜାରରେ ବୁଧବାର ବିଜେପିର ଏକ ପ୍ରତିନିଧି ଟିମ ସବୁ କୃଷକ ବ୍ୟବସାୟୀ ମାନଙ୍କୁ ଖୁଆଇଛନ୍ତି ମିଠା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
କୃଷକଙ୍କୁ ମିଠା ଖୁଆଇଲା ବିଜେପି
ତେବେ ବିଲ ପାରିତ ହେବାକୁ ନେଇ କଟକ କୃଷକ ବଜାରରେ ବୁଧବାର ବିଜେପିର ଏକ ପ୍ରତିନିଧି ଟିମ ସବୁ କୃଷକ ମାନଙ୍କୁ ଖୁଆଇଛନ୍ତି ମିଠା । ଯାହା ଦ୍ୱରା ଖୁସିକୁ ଦ୍ଵଗୁଣିତ ମଧ୍ୟ କରିଛନ୍ତି ଏମାନେ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ