କଟକ:ଶିଖରପୁର ଟ୍ରାଫିକ ପୋଷ୍ଟ ନିକଟରେ ଦୁର୍ଘଟଣା । ଏକ ଜିଆଇ ପାଇପ ବୋଝେଇ ପିକପ୍ ଭ୍ୟାନ ଦୁର୍ଘଟଣା ଗ୍ରସ୍ତ ହୋଇଛି ।ଅଳ୍ପକେ ବଞ୍ଚିଛି ଲୋକଙ୍କ ଜୀବନ । ରାସ୍ତା ଉପରେ ପାଇପ ବିଛେଇ ହୋଇପଡିଛି । ଯେଉଁଥି ପାଇଁ ସାମନ୍ୟ ଟ୍ରାଫିକ ଜାମର ଦୃଶ୍ୟ ସମ୍ନାକୁ ଆସିଛି ।
ଶିଖରପୁର ଟ୍ରାଫିକ ପୋଷ୍ଟ ନିକଟରେ ଦୁର୍ଘଟଣା, ଅଳ୍ପେକେ ବଞ୍ଚିଲା ଜୀବନ - Shikharpur traffic post
ଶିଖରପୁର ଟ୍ରାଫିକ ପୋଷ୍ଟ ନିକଟରେ ଦୁର୍ଘଟଣା । ଏକ ଜିଆଇ ପାଇପ ବୋଝେଇ ପିକପ୍ ଭ୍ୟାନ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ବେଳେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି ।

ଶିଖରପୁର ଟ୍ରାଫିକ ପୋଷ୍ଟ ନିକଟରେ ଦୁର୍ଘଟଣା , ଅଳ୍ପେକେ ବଞ୍ଚିଲା ଜୀବନ
ତେବେ ଏହି ଦୁର୍ଘଟଣାରେ କେହି ମୃତାହାତ ହୋଇନଥିବା ସୂଚନା ମିଳିଛି ।
କଟକରୁ ପ୍ରଭୁ କଲ୍ୟାଣ ପାଳ, ଇଟିଭି ଭାରତ