କଟକ: ସାଲେପୁରରେ ସଡକ ଦୁର୍ଘଟଣା । ସାଲେପୁର ଛକ ନିକଟରେ ଏକ ବରଯାତ୍ରୀ ବସ ସହ ଗୋଟିଏ କାର ମୁହାଁ ମୁହିଁ ଧକ୍କା ହୋଇଛି । ବରଯାତ୍ରୀ ବସ କେନ୍ଦ୍ରାପଡ଼ାରୁ କଟକ ଫେରୁଥିବା ବେଳେ କାର ସହ ମୁହାଁ ମୁହିଁ ହୋଇଥିଲା।
ସାଲେପୁରରେ ବରଯାତ୍ରୀ ବସକୁ ଧକ୍କା ଦେଲା କାର, 10 ଗୁରୁତର - ସାଲେପୁର ବସ ଦୁର୍ଘଟଣା
ସାଲେପୁର ଛକ ନିକଟରେ ଏକ ବରଯାତ୍ରୀ ବସ ସହ ଗୋଟିଏ କାର ମୁହାଁ ମୁହିଁ ଧକ୍କା ହୋଇଛି । ଅଧିକ ପଢନ୍ତୁ...
ସାଲେପୁରରେ ବରଯାତ୍ରୀ ବସକୁ ଧକ୍କା ଦେଲା କାର, 10 ଗୁରୁତର
ସାଲେପୁରରେ ବରଯାତ୍ରୀ ବସକୁ ଧକ୍କା ଦେଲା କାର, 10 ଗୁରୁତର
ଘଟଣା ସ୍ଥଳରେ 10 ଜଣ ଗୁରୁତର ବେଳେ 22 ଆହତ ହୋଇଛନ୍ତି । ଆହତଙ୍କୁ ସାଲେପୁର ଡ଼ାକ୍ତରଖାନାରେ ଭର୍ତି କରାଯାଇଛି । ସାଲେପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ
Last Updated : Feb 14, 2021, 10:19 PM IST