ଓଡିଶା

odisha

ETV Bharat / state

ବିଜୁ ବାବୁଙ୍କୁ ଦୁର୍ବ୍ୟବହାର କରିଥିବା ଯୁବକଙ୍କ କ୍ଷମା ପ୍ରାର୍ଥନା - ଭିଡିଓ ଭାଇରାଲ ହୋଇଥିଲା ସୋସିଆଲ ମିଡିଆରେ

ବିଜୁ ବାବୁଙ୍କୁ ଦୁର୍ବ୍ୟବହାର କରି କ୍ଷମା ମାଗିଲେ ଯୁବକ । କଟକ ଆନନ୍ଦ ଭବନରେ ଘଟିଥିଲା ଘଟଣା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Nov 4, 2019, 3:12 PM IST

କଟକ: ନଭେମ୍ବର 1ରେ କଟକ ସ୍ଥିତ ଆନନ୍ଦ ଭବନ ଭିତରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀ ସହ ଦୁର୍ବ୍ୟବହାର କରିଥିଲେ ଜଣେ ଯୁବକ । ଯାହାର ଏକ ଭିଡିଓ ଭାଇରାଲ ହୋଇଥିଲା ସୋସିଆଲ ମିଡିଆରେ । ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଦୁର୍ବ୍ୟବହାର କରିଥିବା ଯୁବକ ଜଣଙ୍କ କ୍ଷମା ପ୍ରାର୍ଥନା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ


ଏକ ଭିଡିଓ ମାଧ୍ୟମରେ ସେ ଭୁଲ ସ୍ବୀକାର କରିବା ସହ ବିଜେଡି ଓ ରାଜ୍ୟବାସୀ ତାଙ୍କୁ କ୍ଷମା କରିଦେବେ ବୋଲି ପ୍ରାର୍ଥନା କରିଛନ୍ତି ।


କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details