କଟକ: ଜାତୀୟ ଧାନ ଗବେଷଣା କେନ୍ଦ୍ରକୁ ବଡ ସଫଳତା । କଟକ ସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଏକ ନୂତନ ଉପକରଣକୁ ମିଳିଲା ସ୍ବୀକୃତି । କ୍ଷତିକାରକ ପୋକଙ୍କୁ ଧରିବା ପାଇଁ ପ୍ରସ୍ତୁତ ଏକ ଉପକରଣକୁ ମିଳିଲା ସ୍ବୀକୃତି।
ଧାନ ଗବେଷଣା କେନ୍ଦ୍ରର ନୂତନ ଉପକରଣକୁ ମିଳିଲା ସ୍ବୀକୃତି - Rice Research Center has been approved
କଟକ ସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଏକ ନୂତନ ଉପକରଣକୁ ମିଳିଲା ସ୍ବୀକୃତି ।
ବିକଳ୍ପ ଶକ୍ତି ହାଲୁକା ଜାଲକୁ ମିଳିଲା ସ୍ବୀକୃତି
ବିକଳ୍ପ ଶକ୍ତି ହାଲୁକା ଜାଲ (Alternative Energy Light Trap) କୁ ନିଜ ନାମରେ ପେଟେଣ୍ଟ କଲା ଏନଆରଆରଆଇ(NRRI) । ଏହା ଗବେଷଣା କେନ୍ଦ୍ରର ପ୍ରଥମ ପେଟେଣ୍ଟ। ସିଆରଆରଆଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ସୂଚନା ମିଳିଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ