କଟକ: ଆଜି(ଗୁରୁବାର) କଟକର କାଠଯୋଡି ରେଳ ଧାରଣାରୁ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି । ଟ୍ରେନରେ କଟି ଯୁବକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି । ମୃତ ଯୁବକଙ୍କ ଘରେ ଜଗତସିଂହପୁର ଜିଲ୍ଲାରେ । ସେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଏସସିବି ମେଡିକାଲକୁ ପଠାଇଛି ।
କାଠଯୋଡି ରେଳ ଧାରଣାରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର - କଟକ ରେଳ ଧାରଣରୁ ମୃତଦେହ ଉଦ୍ଧାର
କାଠଯୋଡ଼ି ରେଳ ଧାରଣାରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର । ମୃତକଙ୍କ ଘର ଜଗତସିଂହପୁର ଜିଲ୍ଲାର ହୋଇଥିବା ସୂଚନା । ଅଧିକ ପଢନ୍ତୁ

କାଠଯୋଡି ରେଳ ଧାରଣାରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର
ଯୁବକ ଜଣକ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଥିବାବେଳେ, ପୋଲିସ ଏବେ ତାଙ୍କର ପରିବାର ଲୋକଙ୍କୁ ପଚରାଉଚରା କରୁଛି ଏବଂ ଘଟଣାର ଛାନଭିନ୍ ଆରମ୍ଭ କରିଛି ।
ଇଟିଭି ଭାରତ, କଟକ