କଟକ: ଲକଡାଉନ ନିୟମ ଉଲଙ୍ଘନ କରି ଆଇନ ଶିଙ୍କୁଳି ଫସିଯାଇଛନ୍ତି ୩୬ ଜଣ ଖିଲାପକାରୀ । କଟକ ଗ୍ରାମାଞ୍ଚଳର ବିଭିନ୍ନ ଥାନାରେ ମଙ୍ଗଳବାର ୧୬ଟି ମକଦ୍ଦମା ରୁଜୁ କରାଯାଇଛି । ଏଥିସହ ସମସ୍ତ ୩୬ ଜଣ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଲକ୍ଡାଉନ ନିୟମ ଉଲଙ୍ଘନ କରି ଫସିଲେ ୩୬ ଜଣ ଖିଲାପକାରୀ - violation of the Lockdown
କଟକ ଗ୍ରାମାଞ୍ଚଳର ବିଭିନ୍ନ ଥାନାରେ ମଙ୍ଗଳବାର ୧୬ଟି ମକଦ୍ଦମା ରୁଜୁ । ସମସ୍ତ ୩୬ ଜଣ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅଧିକ ପଢନ୍ତୁ...
ଲକଡାଉନ ନିୟମ ଉଲଙ୍ଘନ କରି ଫସିଲେ ୩୬ ଜଣ ଖିଲାପକାରୀ
ଲକଡାଉନ ନିୟମ ଉଲଙ୍ଘନ କରି ଫସିଲେ ୩୬ ଜଣ ଖିଲାପକାରୀ
କେବଳ ସେତିକି ନୁହେଁ ଆଇନ ଉଲଙ୍ଘନ କରିବା ଅଭିଯୋଗରେ ୯ଟି ମୋଟର ସାଇକଲ, ୬ଟି ୪ ଚକିଆ ଯାନକୁ ଜବତ କରାଯାଇଛି । ତେବେ ବାରମ୍ବାର ସଚେତନତା କରାଯିବା ସତ୍ତ୍ବେ ନିୟମ ଭାଙ୍ଗି ଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କଟକ ଗ୍ରାମାଞ୍ଚଳ ଏସପି ସୂଚନା ଦେଇଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ