ଓଡିଶା

odisha

ଜଗତପୁର ପଟ୍ଟାମୁଣ୍ଡାଇରେ ଅଘଟଣ, କେନାଲରେ ଭାସି ୩ ଯୁବକ ନିଖୋଜ

By

Published : Oct 13, 2022, 11:22 AM IST

କଟକ ଜଗତପୁର ପଟ୍ଟାମୁଣ୍ଡାଇ କେନାଲରେ ଭାସି ଯାଇ ତିନି ଜଣ ଯୁବକ ନିଖୋଜ ଥିବା ସୂଚନା । ଅଧିକ ପଢନ୍ତୁ

ଜଗତପୁର ପଟାମୁଣ୍ଡାଇରେ ଅଘଟଣ, କେନାଲରେ ଭାସି ୩ ଯୁବକ ନିଖୋଜ
ଜଗତପୁର ପଟାମୁଣ୍ଡାଇରେ ଅଘଟଣ, କେନାଲରେ ଭାସି ୩ ଯୁବକ ନିଖୋଜ

କଟକ:ଜଗତପୁର ପଟ୍ଟାମୁଣ୍ଡାଇ କେନାଲରେ ଭାସି 3 ଯୁବକ ନିଖୋଜ । ନିଖୋଜ ହୋଇଥିବା ତିନି ଯୁବକଙ୍କ ନାମ ତ୍ରିଲୋଚନ ମହଲା, ଗୋପାଳ ସାହୁ ଓ ବାଦଲ ସାହୁ ବୋଲି ଜଣାପଡିଛି ।

ଜଗତପୁର ପଟାମୁଣ୍ଡାଇରେ ଅଘଟଣ, କେନାଲରେ ଭାସି ୩ ଯୁବକ ନିଖୋଜ

ସୂଚନା ମୁତାବକ, ତ୍ରିଲୋଚନ ଓ ଗୋପାଳ ଚାଉଳିଆଗଞ୍ଜ ଅଞ୍ଚଳର ହୋଇ ଥିବା ବେଳେ ବାଦଲଙ୍କ ଘର ଚୌଦ୍ୱାର ଅଞ୍ଚଳରେ। ଏନେଇ ଗତ ରାତିରେ ଭାସି ଯାଇଥିଲେ ୩ ଯୁବକ । କିନ୍ତୁ କେଉଁ ପରିସ୍ଥିତରେ ସେମାନେ ନଦୀରେ ନିଖୋଜ ହେଲେ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ଅନ୍ୟପଟେ ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details