କଟକ: ଲକଡାଉନ ନିୟମକୁ ଫୁ । ପୁଣି ହେଲା ମାମଲା ଦାୟର । ଗତକାଲି ଠୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ ସମୟରେ ଦାୟର ହୋଇଛି 267 ମାମଲା । ଯେଉଁଥିରେ 238 ଟି ମାମଲା ଲକ ଡାଉନ ନିୟମ ଉଲଂଘନ ହୋଇଥିଲା ବେଳେ 21 ଟି ମାମଲା ହୋମ କ୍ବାରଣ୍ଟାଇନ ନିୟମକୁ ଉଲଂଘନ ଓ 5 ଟି ଅନ୍ୟ ମାମଲା ରୁଜୁ ହୋଇଛି ।
ଲକଡାଉନ ନିୟମ ଭାଙ୍ଗି 267 ଜଣଙ୍କ ନାଁରେ ମାମଲା - ଲକ ଡାଉନ ନିୟମକୁ ଫୁ
ଲକ ଡାଉନ ନିୟମ ନମାନି 267 ଜଣଙ୍କ ବିରୋଧରେ ମାମଲା ଦାୟର । ଅଧିକ ସୂଚନା ପାଇଁ ପଢନ୍ତୁ ...
ଲକ ଡାଉନ ନିୟମକୁ ଫୁ, ଦାୟର ହେଲା 267 ମାମଲା
କୋରୋନା ପ୍ରଭାବକୁ ରୋକିବା ପାଇଁ 21 ଦିନିଆ ଲକଲଡାଉନ ନିୟମକୁ ମାନୁ ନଥିବାରୁ ଏବେ ପୋଲିସ ଏଭଳି ମାମଲା ରୁଜୁ କରୁଛନ୍ତି । ଏନେଇ ଏନେଇ ଟ୍ବିଟ ମାଧ୍ୟମରେ ଜଣାଇଛି ରାଜ୍ୟ ପୋଲିସ ବିଭାଗ । ସରକାରଙ୍କ ନିବେଦନ ପରେ ମଧ୍ୟ କାହିଁକି ଏପରି ଦୃଶ୍ୟ ସମ୍ନା କୁ ଆସୁଛି ତାକୁ ନେଇ ଏବେ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି ।
କଟକରୁ ପ୍ରଭୂକଲ୍ୟାଣ ପାଲ, ଇଟିଭି ଭାରତ
TAGGED:
ଲକ ଡାଉନ ନିୟମକୁ ଫୁ