କଟକ: ରାଜ୍ୟରେ କୋରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ସିଏମସିରେ ଆଜି ପୁଣି 112 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରେ 31 ଜଣ ହୋମ କ୍ୱାରେଣ୍ଟିନର ଥିବାବେଳେ 28 ଜଣ ଶିକ୍ଷାନୁଷ୍ଠାନ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି । ଅନ୍ୟ 53 ଜଣ ସ୍ଥାନୀୟ ଆକ୍ରାନ୍ତ ଅଛନ୍ତି ।
ସିଏମସିରେ ପୁଣି 112 କୋରୋନା ପଜିଟିଭ ଚିହ୍ନଟ - ସିଏମସିରେ କୋରୋନା ପଜିଟିଭ ଚିହ୍ନଟ
ରାଜ୍ୟରେ କୋରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ସିଏମସିରେ ଆଜି ପୁଣି 112 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜିର ପଜିଟିଭଙ୍କୁ ମିଶାଇ କଟକ ମହାନଗର ନିଗମ ଅଞ୍ଚଳରୁ 13 ହଜାର 863 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ 12 ହଜାର 930 ଜଣ ସୁସ୍ଥ ହୋଇଛନ୍ତି । ସେହିପରି 61 ଜଣଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...
![ସିଏମସିରେ ପୁଣି 112 କୋରୋନା ପଜିଟିଭ ଚିହ୍ନଟ ସିଏମସିରେ ପୁଣି 112 କୋରୋନା ପଜିଟିଭ ଚିହ୍ନଟ](https://etvbharatimages.akamaized.net/etvbharat/prod-images/768-512-9188313-1022-9188313-1602771772969.jpg)
ସିଏମସିରେ ପୁଣି 112 କୋରୋନା ପଜିଟିଭ ଚିହ୍ନଟ
ଆଜିର ପଜିଟିଭଙ୍କୁ ମିଶାଇ କଟକ ମହାନଗର ନିଗମ ଅଞ୍ଚଳରୁ 13 ହଜାର 863 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ 12 ହଜାର 930 ଜଣ ସୁସ୍ଥ ହୋଇଛନ୍ତି । ସେହିପରି 61 ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ୮୭୨ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ