କଟକ: ମହାନଦୀ ପଠାରେ ଫସି ରହିଛନ୍ତି 11ଟି ହାତୀ । ଆଠଗଡ ସୁକାଶନ ଜଙ୍ଗଲରୁ ଏହି ହାତୀପଲ ବାଙ୍କି ଚନ୍ଦକା ଅଭ୍ୟୟାରଣ୍ୟକୁ ଆସିବା ସମୟରେ ଭାଗୀପୁର ମହାନଦୀ ପଠାରେ ଫସି ଯାଇଛନ୍ତି । ତେବେ ହାତୀପଲକୁ ଉଦ୍ଧାର କରିବା ପାଇଁ ବନବିଭାଗ ଘଟଣାସ୍ଥଳରେ ପହଞ୍ଚିଛି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ
କଟକ: ମହାନଦୀ ପଠାରେ ଫସି ରହିଛନ୍ତି 11ଟି ହାତୀ । ଆଠଗଡ ସୁକାଶନ ଜଙ୍ଗଲରୁ ଏହି ହାତୀପଲ ବାଙ୍କି ଚନ୍ଦକା ଅଭ୍ୟୟାରଣ୍ୟକୁ ଆସିବା ସମୟରେ ଭାଗୀପୁର ମହାନଦୀ ପଠାରେ ଫସି ଯାଇଛନ୍ତି । ତେବେ ହାତୀପଲକୁ ଉଦ୍ଧାର କରିବା ପାଇଁ ବନବିଭାଗ ଘଟଣାସ୍ଥଳରେ ପହଞ୍ଚିଛି ।
ସମସ୍ତ ହାତୀ ସୁରକ୍ଷିତ ଅଛନ୍ତି । ତେବେ ସେମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରି ଜଙ୍ଗଲରେ ଛଡ଼ାଯିବ ବୋଲି ବନବିଭାଗ କହିଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ