ଓଡିଶା

odisha

ETV Bharat / state

ଉଚ୍ଚଶିକ୍ଷା ବିଭାଗର ଅଡିଟରଙ୍କ ଘରେ ଭିଜିଲାନ୍ସର ଚଢାଉ

ଉଚ୍ଚଶିକ୍ଷା ବିଭାଗ ଅଡିଟର ସୁର୍ଯ୍ୟ ଚନ୍ଦ୍ର ତ୍ରିପାଠୀଙ୍କ ଘରେ ଭିଜିଲାନ୍ସର ଚଢାଉ । ବେଆଇନ ଅର୍ଥ ଠୁଳ ଅଭିଯୋଗରେ ଚଢାଉର ସୂଚନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jun 13, 2019, 12:10 PM IST

ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗ ଅଡିଟର ସୁର୍ଯ୍ୟ ଚନ୍ଦ୍ର ତ୍ରିପାଠୀଙ୍କ ଘରେ ଭିଜିଲାନ୍ସ ଟିମ ଚଢାଉ କରିଛି । ଆୟବହିଃର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗର ଭିଜିଲାନ୍ସ ଚଢାଉ କରିଥିବା ନେଇ ସୂଚନା ମିଳିଛି ।

ସୁର୍ଯ୍ୟ ଚନ୍ଦ୍ର ତ୍ରିପାଠୀ ସଚିବାଳୟରେ କାମ କରୁଥିବା ବେଳେ ୟୁନିଟ ୧ ସ୍ଥିତ ପ୍ଲଟ ନମ୍ବର ଆଇଭିଆର ୨/୨ ସହ ମୋଟ ୫ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି ।

ଉଚ୍ଚଶିକ୍ଷା ବିଭାଗରେ ଅନେକ ବେଆଇନ ଅର୍ଥ ଉପାର୍ଜନ କରିଥିବା ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା ।


ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details