ଭୁବନେଶ୍ବର: କେନ୍ଦ୍ରୀୟ ଡେପୁଟେସନରେ ଯିବେ ଆଇପିଏସ ସୁଧା ସିଂ । କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ପକ୍ଷରୁ ସିବିଆଇ ଏସପି ଭାବରେ ଦାୟିତ୍ବ ମିଳିଛି । ପରେ ଓଡିଶା ସରକାର ଦେଇଛନ୍ତି ଗ୍ରିନ ସିଗନାଲ । ଏନେଇ ଓଡିଶା ଗୃହ ମନ୍ତ୍ରାଳୟ ପକ୍ଷରୁ ଗତ ୧୬ ତାରିଖରେ ଡେପୁଟେସନରେ ଯିବାପାଇଁ ଅନୁମତି ଦେଇଛି।
ରାଜ୍ୟ ସରକାରଙ୍କ ଗ୍ରିନ ସିଗନାଲ, ସୁଧା ସିଂ ହେବେ ସିବିଆଇ ଏସପି - jagatsinghpur sp sudha singh
ସିବିଆଇ ଏସପି ହେବେ ସୁଧା ସିଂ । ଓଡିଶା ସରକାର ଦେଲେ ଗ୍ରିନ ସିଗନାଲ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ଏବେ ସୁଧା ସିଂ ଏବେ ଜଗତସିଂହପୁର ଏସପି ଭାବେ କାର୍ଯ୍ୟ ତୁଲାଉଛନ୍ତି। ପୂର୍ବରୁ ସେ ଭିଜିଲାନସ ଏସପି ଭାବେ ଦାୟିତ୍ବ ତୁଲାଇ ବେସ ଚର୍ଚ୍ଚାକୁ ଆସିଥିଲେ। ୨୦୦୬ ବ୍ୟାଚର ଏହି ଆପିଏସ ଅଫିସର ପୂର୍ବରୁ ୨୦୧୪ ଓ ୨୦୧୬ ମଧ୍ୟ ଜଗତସିଂହପରୁର ଏସପି ରହିଥିଲେ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ