ଭୁବନେଶ୍ବର: ରାଜ୍ୟର ୨୧ଟି ଲୋକସଭା ସମେତ ୧୪୬ଟି ବିଧାନସଭା ପାଇଁ ଭୋଟଗଣତି ଚାଲୁରହିଛି । ଏହି ଗଣତିରେ ବିଜେଡି ଟ୍ରେଣ୍ଡ କରୁଥବା ବେଳେ ଅନେକ ସିଟ୍ରେ ଆଗୁଆ ରହିଛି । ଅପରାହ୍ନ 3ଟା ସୁଦ୍ଧା ବିଜେଡି ବିଧାନସଭାରେ ଶହେରୁ ଉର୍ଦ୍ଧ୍ବ ସିଟ୍ରେ ଆଗୁଆ ରହିଥିବା ବେଳେ 2ଟି ସିଟ୍ରେ ବିଜୟ ଲାଭ କରିଛି ।
ବାଜି ମାରୁଛି ବିଜେଡି: 3 ଟା ସୁଦ୍ଧା 109 ଆସନରେ ଆଗୁଆ - odisha
ଅପରାହ୍ନ 3ଟା ସୁଧା 146 ଆସନରୁ ବିଜେଡି 109, ବିଜେପି 23, କଂଗ୍ରେସ 12 ଓ ଅନ୍ୟାନ୍ୟ 2ଟି ସିଟ୍ରେ ଆଗୁଆ ରହିଛନ୍ତି ।

ଫାଇଲ ଫଟୋ
ଅପରାହ୍ନ 3ଟା ସୁଧା 146 ଆସନରୁ ବିଜେଡି 109, ବିଜେପି 23, କଂଗ୍ରେସ 12 ଓ ଅନ୍ୟାନ୍ୟ ଦଳ 2ଟି ସିଟ୍ରେ ଆଗୁଆ ରହିଛନ୍ତି ।