ବୌଦ୍ଧ: କାଳବୈଶାଖୀର କୌଣସି ପ୍ରଭାବ ପଡୁନି ତାପମାତ୍ରା ହ୍ରାସ ଉପରେ । ପ୍ରଚଣ୍ଡ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି । ଏହି ପରିପ୍ରେକ୍ଷୀରେ ବୌଦ୍ଧରେ ତାପମାତ୍ରା 42 ଡିଗ୍ରୀ ଉପରେ ରହୁଥିବାରୁ ରାଜ୍ୟର ସବୁଠାରୁ ଉତ୍ତପ୍ତ ଜିଲ୍ଲା ଭାବରେ ପରିଗଣିତ ହୋଇଛି ।
ବୌଦ୍ଧରେ 42 ଛୁଇଁଲା ପାରଦ, ଜଳାଭାବ ସାଜିଛି ମୁଖ୍ୟ ସମସ୍ୟା - ବୌଦ୍ଧରେ ଜଳକଷ୍ଟ
42 ଡିଗ୍ରୀ ତାପମାତ୍ରା ସହିତ ବୌଦ୍ଧ ରାଜ୍ୟର ସବୁଠୁ ଅଧିକ ଉତ୍ତପ୍ତ ଜିଲ୍ଲା ଭାବେ ପରିଗଣିତ । ଏହା ସାଙ୍ଗକୁ ପାନୀୟ ଜଳ ସମସ୍ୟା ଲୋକଙ୍କ ଚିନ୍ତା ବଢାଇଛି । ଅଧିକ ପଢନ୍ତୁ....
ବୌଦ୍ଧରେ ପାରଦ ଛୁଇଁଲା 42, ମୁଖ୍ୟ ସମସ୍ୟା ଭାବେ ଦେଖାଦେଇଛି ଜଳକଷ୍ଟ
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ