ବୌଦ୍ଧ: ବିପଦସଙ୍କୁଳ ଅବସ୍ଥାରେ ସାଲୁଙ୍କୀ ନଦୀ ସେତୁ । ସ୍ବାଧୀନତା ପରେ ନଦୀ ଉପରେ ପ୍ରଥମ ସେତୁ ନିର୍ମାଣ କରାଯାଇଥିବାବେଳେ ତାହା ଏବେ ବିପଦ ଅବସ୍ଥାରେ ପଡିଛି । ଅଧିକାଂଶ ସମୟରେ ଦୁର୍ଘଟଣା ଘଟି ଧନଜୀବନ କ୍ଷୟକ୍ଷତି ଘଟୁଛି ।
କେବେ ସରିବ ସାଲୁଙ୍କୀ ନଦୀର ନୂତନ ସେତୁ ? - Salunki River Bridge
ସାଲୁଙ୍କୀ ନଦୀ ଉପରେ ନିର୍ମାଣଧିନ ଥିବା ନୂତନ ସେତୁ କେବେ ସରିବ ତାକୁ ନେଇ ସନ୍ଦେହ ସୃଷ୍ଟି କରିଛନ୍ତି ବୃଦ୍ଧିଜୀବୀ । ଅଧିକ ପଢନ୍ତୁ...
କେବେ ସରିବ ସାଲୁଙ୍କୀ ନଦୀର ନୂତନ ସେତୁ ?
ସେତୁର ସୁରକ୍ଷା ବାଡ ମଧ୍ୟ କେତେକ ସ୍ଥାନରେ ଭାଙ୍ଗି ଯାଇଛି । ସେହିପରି ଅଳ୍ପ ବର୍ଷା ହେଲେ ପାଣି ନିଷ୍କାସନ ସମସ୍ୟା ଯୋଗୁଁ ସେତୁ ଉପରେ ପାଣି ଜମି ରହୁଛି । 57 ନମ୍ବର ଜାତୀୟ ରାଜପଥର ଏକ ପ୍ରମୁଖ ସେତୁର ଏଭଳି ଅବସ୍ଥାକୁ ଦେଖି ସରକାର ଏକ ନୂତନ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । କିନ୍ତୁ ସେତୁ ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ହୋଇ ରହିଥିବାରୁ ବୁଦ୍ଧିଜୀବୀମାନେ କ୍ଷୋଭ ପ୍ରକାଶ କରିଛନ୍ତି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ
Last Updated : Jul 28, 2020, 1:12 PM IST